ପାକିସ୍ତାନକୁ ଆକ୍ରମଣ ଭୟ! ପେଶାୱର ସମେତ ୨୯ ଜିଲ୍ଲାରେ ଏୟାର ସାଇରନ ଆଲର୍ଟ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ପ୍ରତିଦିନ ଭାରତର ଆକ୍ରମଣର ଭୟରେ ବଞ୍ଚୁଛି। ପ୍ରତିଦିନ ପାକ୍ ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ତେଣୁ ଏବେ LoCରୁ…