ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଘରୋଇ କମ୍ପାନୀର ମହାକାଶଯାନ
ନୂଆଦିଲ୍ଲୀ: ଆମେରିକାର ଘରୋଇ ମହାକାଶ ସଂସ୍ଥା ଫାୟାରଫ୍ଲାଏ ଏରୋସ୍ପେସ୍ ପକ୍ଷରୁ ଉତ୍କ୍ଷେପଣ କରାଯାଇଥିବା ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ଏହା ପ୍ରଥମ ଘରୋଇ ମହାକାଶ ଯାନ ବୋଲି କୁହାଯାଇଛି। ସୂଚନାଥାଉକି…