Latest Odisha News

BREAKING NEWS

ଭେଣ୍ଡି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ !

ଭୁବନେଶ୍ବର:ଏବେ ଖରା ଦିନ ଆସିଯିବ । ଏହି ଋତୁରେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ତେବେ ଜାଣିଛନ୍ତି କି ଏହି ଭେଣ୍ଡି ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ବୋଲି । ଏହି ଭେଣ୍ଡି କିଛି ଘାତକ ରୋଗରୁ ଦୂରେଇ ରଖିବ । ଏହି ପରିବାରେ ଭିଟାମିନ୍-ଏ,…

ସଚେତନର ଅଭାବ, ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ

ଉମରକୋଟ: କୁପ୍ରଥା ଓ ଅନ୍ଧବିଶ୍ୱାସ ଘେରରେ ଫୁଣ୍ଡେଲପଡା ଗ୍ରାମ । ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଲେ ପରିବାର ଲୋକେ । ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ…

କେଶରେ ଚମକ ଆଣିବ ଦେଶୀ ଘିଅର ଏହି ମାସ୍କ..

ଭୁବନେଶ୍ବର: ପ୍ରଦୂଷଣ ଯୋଗୁଁ କେଶ ଝଡିବା, କେଶ ରୁକ୍ଷ ହେବା ଓ ଦୋମୁଁହା କେଶ ସମସ୍ୟା ଅଧିକ ଦେଖାଯାଉଛି । ତେବେ କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ କେମିକାଲ ପ୍ରଡକ୍ଟ ମିଳୁଛି । କିନ୍ତୁ ଏହାଦ୍ବାରା କେଶ ପରେ ଆହୁରି ଖରାପ ହେବାକୁ ଲାଗୁଛି । ତେଣୁ ପ୍ରାକୃତିକ ଉପାୟରେ କେଶ…

ରାତିରେ ଘର ପୋଛୁଛନ୍ତି କି ?

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ନିୟମ ମାନିଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ  ରହିଛି । ଏହି ନିୟମରେ ଘର ପୋଛିବା ଦ୍ୱାରା…

୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୫୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ। ଖାସକରି ଅଧିକ ମହିଳାଙ୍କୁ କମର୍ସିଆଲ ପାଇଲଟ୍ ବନାଇବାକୁ ପ୍ରସ୍ତୁତିମୂଳକ ପାଇଲଟ୍ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ପରିବହନ ବିଭାଗ…

‘ପିପୁଲସ୍‌ ସିଏମ୍‌’ ଗୀତ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍‌ ମୁକ୍ତିଲାଭ କରିଛି। ‘ପିପୁଲସ୍‌ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ଆଜି ଉନ୍ମୋଚନ କରିଛନ୍ତି। ରାଇକଳାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ…

ଏହି ଅଭ୍ୟାସ ଆପଣଙ୍କ ଆଣ୍ଠୁକୁ ଦୁର୍ବଳ କରିପାରେ!

ଭୁବନେଶ୍ବର: ଆଜିକାଲି କମ୍ ବୟସରେ ବୟସ୍କଙ୍କ ପରି ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯୁବ ବର୍ଗ । ଜାଣି ରଖନ୍ତୁ ଏହି ସଙ୍କେତ ଦର୍ଶାଉଛି ଯେ, ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଆପଣଙ୍କ ଆଣ୍ଠୁ ଗଣ୍ଠିକୁ କ୍ଷତି ପହଞ୍ଚାଉଛି । ଯଦି ଠିକ୍ ସମୟରେ ଧ୍ୟାନ…

ଏଣିକି ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଜୁଳି

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଦିନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ଏଣିକି ୫ ଟଙ୍କାରେ ଚାଷୀଙ୍କୁ ସ୍ଥାୟୀ ବିଜୁଳି ପ୍ରଦାନ ନେଇ ପ୍ରକାଶ କରିଛନ୍ତି। ତେବେ ଏହି ଯୋଜନା ପ୍ରଥମେ କେନ୍ଦ୍ରୀୟ ଅଞ୍ଚଳ ଓ ପରେ ପଶ୍ଚିମାଞ୍ଚଳକୁ ଦିଆଯିବ। ରାଜଧାନୀ…

Tecno Spark Slim: ଦୁନିଆର ସବୁଠୁ ପତଳା ଫୋନ, ଜାଣନ୍ତୁ ଫିଚର

ଭୁବନେଶ୍ବର: ବର୍ତ୍ତମାନ, ଟେକ୍ନୋ ସ୍ପାର୍କ ସ୍ଲିମ୍ (Tecno Spark Slim) ସ୍ମାର୍ଟଫୋନ୍ ଚର୍ଚ୍ଚାରେ ରହିଛି । ଏହା ଦୁନିଆର ସବୁଠାରୁ ପତଳା ଫୋନ୍ ହେବାକୁ ଯାଉଛି । କମ୍ପାନୀ ଏହି ଆଗାମୀ ଫୋନକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି । ଏହି…

ଚାମ୍ପିୟନ୍ସ ଟ୍ରଫି: ଭାରତ-ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ

ଦୁବାଇ: ବରୁଣ ଚକ୍ରବର୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅନ୍ତିମ ଲିଗ ମୁକାବିଲାରେ ଭାରତ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ-ଅଷ୍ଟ୍ରେଲିଆ ଓ ଦକ୍ଷିଣ…