ଆରମ୍ଭ ହେଲା ସକାଳୁଆ ସ୍କୁଲ, ୪ ଘଣ୍ଟା ଚାଲିବ ପାଠପଢ଼ା: ଜାଣନ୍ତୁ କଣ ରହିଛି ନିୟମାବଳୀ..
ଭୁବନେଶ୍ୱର: ଆଜିଠୁ ସକାଳୁଆ ସ୍କୁଲ। ସକାଳ ସାଢ଼େ ୬ରେ ଖୋଲିଲା ସ୍କୁଲ। ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ…