Latest Odisha News

BREAKING NEWS

ଆଇପିଏଲ ଖେଳାଳିରୁ ଅମ୍ପାୟାର; ଦିନେ ବିରାଟ ସହ ମିଶି ଜିତାଇଥିଲେ ବିଶ୍ବକପ୍

ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ…

ପୁରୀରେ ହେବ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ (ସିଏଲଏସ୍) ସ୍ଥାପନ କରିବା ପାଇଁ ଯୋଜନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠିତ ଏକ…

ଭାରତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ‘ଏକ୍ସ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅଧିନରେ ଥିବା ଏକ୍ସ କର୍ପ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସରକାରଙ୍କ ଆଇଟି ଆଇନ ଧାରା 79(3)(b) ଉପରେ ପ୍ରଶ୍ନ ଉଠା ଯାଇଛି। ଏହି ନିୟମ ବେଆଇନ ଅଟେ ଓ ଏହା ଅଯଥା ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରି ସମସ୍ତ…

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି ପଖାଳ ଦିବସ ଅବସରରେ ସମଗ୍ର ରାଜ୍ୟ ପଖାଳ ଖାଇ ପାଳୁଛି…

ସ୍ବାମୀକୁ ବସ୍ତାରେ ଧରି ପ୍ରେମିକ ସହ ବାଇକରେ ବୁଲିଲା ପତ୍ନୀ

ଜୟପୁର: ରାଜସ୍ଥାନ ଜୟପୁରର ମୁହାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳା ନିଜ ପ୍ରେମୀ ସହ ମିଶି  ସ୍ୱାମୀଙ୍କୁ ହତ୍ୟା କରିବାପରେ ମୃତଦେହକୁ ଜାଳି ଦେଇଛନ୍ତି। ତେବେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ପତ୍ନୀ ଏବଂ ପ୍ରେମିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମୃତ…

ଏପ୍ରିଲରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ… 

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଇଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏହାରି ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ପରି, ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ…

ଗ୍ରାମୀଣ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଦ୍ୱାଦଶ ଶାମ୍ଭବୀ ପୁରସ୍କାରରେ ସମ୍ମାନୀତ ହେଲା ସିଆଇରଟିଡ଼ି

ଭୁବନେଶ୍ୱର: ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ସେଣ୍ଟରଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି) କୁ ଦ୍ୱାଦଶ ଶାମ୍ଭବୀ ପୁରସ୍କାର ପ୍ରଦାନ କରିଛି । ସିଆଇରଟିଡ଼ି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ…

ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ତେବେ ଏହା ପୂର୍ବରୁ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀରେ ସୁରକ୍ଷା ଦୃଷ୍ଟିକୋଣରୁ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ…

ଆଇପିଏଲ ଠିକ ପୂର୍ବରୁ ବିସିସିଆଇ ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ବଡ ନିଷ୍ପତି ନେଇଛି । ୧୦ଟିମର ଅଧିନାୟକଙ୍କୁ ନେଇ ଆୟୋଜିତ ବୈଠକ ପରେ ବିସିସିଆଇ ବଲ ଉପରେ ଲାଳ ଲଗାଯିବାେ ପ୍ରତିବନ୍ଧକୁ ହଟେଇ ଦେଇଛି । କରୋନା ସମୟରେ ଆଇସିସି ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା । ଯାହାକୁ…

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର…