ପୁଣି ପାକିସ୍ତାନ ସେନା ଉପରେ ବିଏଲଏର ଆକ୍ରମଣ, ୯୦ ଯବାନ ସହିଦ
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ବିଏଲଏ । ପାକିସ୍ତାନ ଉପରେ ପୁଣି ବଡ ଧରଣର ଆକ୍ରମଣ କରିଛି ବିଏଲଏ । ବେଲୁଚିସ୍ତାନରେ ସେନା ଗାଡ଼ିକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ଏନ-୪୦…