ମହୁ ଖାଇଲେ ଷ୍ଟ୍ରୋକ୍ ଆଶଙ୍କା ହୁଏ ଦୂର!
ଭୁବନେଶ୍ବର:ଔଷଧୀୟ ଗୁଣରେ ଭରପୂର ଅଟେ ମହୁ । ଏହି ମହୁର ସ୍ବାଦ କାହାକୁ ଅବା ଭଲ ନ ଲାଗେ । ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ ମହୁ । ଓଜନ କମାଇବାରେ ମଧ୍ୟ ଏହା ସାହାଯ୍ୟ କରେ । ଧ୍ୟାନ ରଖନ୍ତୁ ମହୁ ଅସଲି ହେବା ଆବଶ୍ୟକ ।
ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ…