ଜେଲ ଭିତରେ ରହି ମହାକୁମ୍ଭ ମହାସ୍ନାନରେ ସାମିଲ ହେଲେ କଏଦୀ
ଲକ୍ଷ୍ନୌ: ଜଲରେ ଭିତରେ ମହାକୁମ୍ଭ ସ୍ନାନ କରି ପାପ ଧୋଇଲେ କଏଦୀ । ଖୁସିରେ ନାଚିଲେ । ଉତ୍ତର ପ୍ରଦେଶରେ ଥିବା ସମସ୍ତ ଜେଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜେଲ ଭିତରେ ଥାଇ ମହାକୁମ୍ଭ ମହାସ୍ନାନରେ ବୁଡ ପକାଇଛନ୍ତି ପ୍ରାୟ ୯୦ ହଜାର କଏଦୀ ।
ଉତ୍ତରପ୍ରଦେଶରେ ଥିବା ୭୫ଟି…