Latest Odisha News

BREAKING NEWS

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ…

ଜେଲ୍ ଗଲେ ରାଜା, ବିଚାର ବିଭାଗୀୟ ହାଜତରେ ରହିବେ ବିଜେଡି ନେତା

ବାଲେଶ୍ଵର:ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ରାଜା । ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର । ଆଜି ଇଓଡବ୍ଲୁ ତାଙ୍କୁ ବାଲେଶ୍ୱର କୋର୍ଟରେ ହାଜର…

ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା

ବାରିପଦା: ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । ଫରେଷ୍ଟ କଲୋନୀରେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ବ୍ୟବସାୟୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ହତ୍ୟା ପରେ ଦୁର୍ବୃତ୍ତ ଜଣଙ୍କ…

‘୧୨ରୁ ୧ଟା ଭିତରେ ସାର ହୋଲି ଖେଳ’, କହିଦେଲେ ଡିସିପି..

କଟକ: ଆଜି ଦୋଳ ପୂର୍ଣ୍ଣିମା । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ରାତି ପାହିଲେ ହୋଲି ମହୋତ୍ସବ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ…

ଅକ୍ଷର ପଟେଲଙ୍କୁ ମିଳିଲା ହୋଲି ଉପହାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମିଳିଛି ହୋଲି ଉପହାର । ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ୨୦୧୯ ପରଠାରୁ ସେ ଏହି ଫ୍ରାଂଚାଇଜ ସହିତ ଜଡିତ ଅଛନ୍ତି । କେଏଲ ରାହୁଲ ମଧ୍ୟ ଏହି ଦୌଡରେ ଥିଲେ । ତେବେ ଫ୍ରାଂଚାଇଜ ପଟେଲଙ୍କୁ…

‘ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?’, ପାକିସ୍ତାନର ଅଭିଯୋଗକୁ ନେଇ ବର୍ଷିଲା ଭାରତ

ନୂଆଦିଲ୍ଲୀ: ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?, ତେଣୁ ପର ଉପରେ ଦୋଷ ନ ଲଦି ନିଜ ଦୋଷ ଦେଖିୁ ପାକିସ୍ତାନ । ଭାରତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ନେଇ ପାକିସ୍ତାନ ଅଭିଯୋଗ କରିବା ପରେ, ଏବେ ଏହାକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହି ବର୍ଷିଛି ଭାରତ । ଏନେଇ ଭାରତର…

ପିଚକାରୀ ସହ ମିଳୁଛି ବାଲ୍ଟି, ଦାମ ଶୁଣି ଉଡିଯିବ ହୋସ୍

ଲକ୍ଷ୍ନୌ: ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ । ରାତି ପାହିଲେ ହୋଲି । କିନ୍ତୁ ହୋଲି ପୂର୍ବରୁ ଗାଁ ଗାଁରେ ଜମୁଛି ଦୋଳ ମେଳଣ । ଦୋଳଗୋବିନ୍ଦ…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୧୭ ମାଓବାଦୀ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ଗାଙ୍ଗାଲୁର ଏରିଆ କମିଟି ମୁଖ୍ୟ ଦିନେଶ ମୋଡିଅମଙ୍କ ସହ ୧୭ ଜଣ ସକ୍ରିୟ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM ମେମ୍ବର, ଦୁଇ ଜଣ ACM, ଦୁଇ ଜଣ ମିଲିସିଆ ପ୍ଲାଟୁନ୍ କମାଣ୍ଡର,…

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର…

ଶ୍ରୀମନ୍ଦିରରେ ଦୋଳ: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ । ଏହା ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ ।…