Latest Odisha News

BREAKING NEWS

‘୧୦ ହଜାର ରୋଜଗାର ଥିଲେ ରାସନ୍ କାର୍ଡ ଫେରା’

ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି ସେମାନେ…

ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ…

ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

କଟକ: ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଟଙ୍କାର କର୍ପସ ଷ୍ଟାମ୍ପ । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ…

ଖୁବଶୀଘ୍ର ବନ୍ଦ ହେବ ସ୍କାଇପି ସେବା… 

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ସ୍କାଇପି ବନ୍ଦ କରିବା ନେଇ ଘୋଷଣା କରିଛି। ଏହି ଭିଡିଓ କଲିଂ ସେବା ମେ ମାସ ୫ ତାରିଖରୁ ବନ୍ଦ ହେବାକୁ ଯାଉଛି। ୨୦୧୧ ମସିହାରେ ମାଇକ୍ରୋସଫ୍ଟ ଏହାକୁ ୮.୫ ବିଲିୟନ ଡଲାରରେ କିଣିଥିଲା। ଅନଲାଇନରେ ଲୋକଙ୍କୁ ଯୋଡିବାରେ ସ୍କାଇପି ଏକ ଗୁରୁତ୍ୱପୂର୍ଣ୍ଣ…

ଚନ୍ଦ୍ରଗ୍ରହଣରେ କରନ୍ତୁ ନାହିଁ ଏହି କାମ…

ଭୁବନେଶ୍ଵର: ଚଳିତ ବର୍ଷ ରଙ୍ଗର ଉତ୍ସବ ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ମାର୍ଚ୍ଚ ୧୪ ତାରିଖ ସକାଳ ୯.୨୯ ମିନିଟ୍ରୁ ୩.୨୯ ମିନିଟ୍ ଯାଏଁ ରହିବ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ହେବନି ଦୃଶ୍ୟମାନ । ଏହା ମୁଖ୍ୟତ ଅଷ୍ଟ୍ରେଲିଆ, ୟୁରୋପ ଆଫ୍ରିକା, ଉତ୍ତର ଏବଂ…

ଆଧାରକାର୍ଡର ଅପବ୍ୟବହାର ରୋକିବାର ସହଜ ଉପାୟ ଜାରି କଲା ୟୁଆଇଡିଏଆଇ

ନୂଆଦିଲ୍ଲୀ: ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ । ଏଥିରେ ଆମର ନାମ, ଠିକଣା ଏବଂ ଜନ୍ମ ତାରିଖ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଆଜିକାଲି ଆଧାର କାର୍ଡର ଅନେକ ପ୍ରକାରର ଅପବ୍ୟବହାର ହେଉଛି । ଯାହା ଯୋଗୁଁ ଆପଣଙ୍କୁ ଆପଣଙ୍କ ଡାଟା ଉପରେ ବିଶେଷ ଧ୍ୟାନ…

ବଢୁଛି ମାଧବୀ ପୁରୀ ବୁଚ୍‌ଙ୍କ ଅଡୁଆ, ଠକେଇ ଅଭିଯୋଗରେ ଏଫଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେୟାର ମାର୍କେଟରେ ଠକେଇ ଅଭିଯୋଗରେ ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ। ମୁମ୍ବାଇର ଏକ କୋର୍ଟ ପୂର୍ବତନ SEBI ମୁଖ୍ୟ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ଷ୍ଟକ୍ ବଜାର ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ…

ବଡ଼ ମେଡିକାଲ୍‌ରେ ବଡ଼ ଅବ୍ୟବସ୍ଥା: ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି

କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ଲିଫ୍ଟ ଚାଲୁନିତ ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ…

ବୁଢିଆଣୀ କିପରି ତିଆରି କରେ ଜାଲ, କେଉଁଠୁ ଆସେ ଏତେ ତାର…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବ ଯେ ଆପଣଙ୍କ ଘରର କୋଣରେ କିମ୍ବା ଗଛ ଏବଂ ଗଛଡାଳରେ ଏକ ବୁଢିଆଣୀ ଜାଲ ବୁଣୁଥିବା । ସେହିପରି, ଯଦି ଘରଟି ଖାଲି ଥାଏ କିମ୍ବା ଏହା ଏକ ନିର୍ଜନ ସ୍ଥାନ ଥାଏ, ତେବେ ଘରର ପ୍ରତ୍ୟେକ କୋଣରେ ଜାଲ ପହଞ୍ଚିଯାଏ ଏବଂ ଅନେକ ବୁଢିଆଣୀ ଦେଖାଯିବା ଆରମ୍ଭ କରେ । ଆପଣ…

ଉପରମୁହାଁ ପାରଦ, ୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି

ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ…