ଲୋକସଭାରେ ଅମିତ ଶାହ ଓ ଅଖିଳେଶ ଯାଦବଙ୍କ ମଜାଳିଆ ଯୁକ୍ତିତର୍କ
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଓ୍ୱାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ସରକାର ଓ ବିରୋଧୀ ସାଂସଦମାନଙ୍କ ମଧ୍ୟରେ ମାହୋଲ ଗରମ ଦେଖାଦେଇଥିଲା। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…