୨୦୨୭ରେ ଭାରତର ଚନ୍ଦ୍ରଯାନ-୪, ଚନ୍ଦ୍ରରୁ ଆଣିବ ମାଟି ନମୁନା
ନୂଆଦିଲ୍ଲୀ: ଚନ୍ଦ୍ରରୁ ମାଟି ନମୁନା ଆଣିବ ଚନ୍ଦ୍ରଯାନ-୪। ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି…