ବଜ୍ରପାତ ପୂର୍ବରୁ ମିଳିବ ସତର୍କ ଘଣ୍ଟି
ନୂଆଦିଲ୍ଲୀ: ବର୍ଷା ଦିନ ଆସିଲେ, ପ୍ରାୟ ବଜ୍ରପାତରେ ଅନେକ ଲୋକଙ୍କ ଜୀବନ ଯାଏ । ପୂର୍ବ ସତର୍କର ଅଭାବ ହେତୁ ଏଭଳି ଘଟଣା ପ୍ରାୟ ବର୍ଷା ଦିନେ ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ବ୍ରଜପାତରେ ହଜାର ହଜାର ଲୋକ ଜୀବନ ହାରିଲେଣି । କେବଳ ଜୀବନ ନୁହେଁ ଅନେକ ଧନସମ୍ପତ୍ତି ମଧ୍ୟ କ୍ଷତି ହୁଏ । …