ମଝି ଆକାଶରୁ ଫେରିଲା ବିମାନ; ୧୮୦ ଯାତ୍ରୀଙ୍କୁ ନେଇ ଜେଦ୍ଦା ଯାଉଥିଲା
ନୂଆଦିଲ୍ଲୀ: କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାଉଦି ଆରବର ଜେଦ୍ଦା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହା ଫଳରେ ବିମାନ ମଝି ଆକାଶରୁ ଫେରିଆସିଛି।
ସୂଚନା ଅନୁଯାୟୀ, ଉଡ଼ାଣ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ…