ଆମେରିକାରୁ ପ୍ରିନ୍ସ ହ୍ୟାରିଙ୍କୁ ବାହାର କରିବେନି ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କଣ ରହିଛି କାରଣ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରଠାରୁ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରୁଛନ୍ତି। ଏପରି ପରିସ୍ଥିତିରେ ବର୍ତ୍ତମାନ ବ୍ରିଟିଶ ରାଜପରିବାରର ପ୍ରିନ୍ସ ହ୍ୟାରିଙ୍କୁ ଦେଶାନ୍ତର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି।
ଏକ…