Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ପୂନର୍ବାର ହ୍ୟାଣ୍ଡସେକ ବିବାଦ ମୁଣ୍ଡ ଟେକିଛି । ଭାରତର ଅଧିନାୟକ ଆୟୂଷ ମାହାତ୍ରେ ଓ ବାଂଲାଦେଶ ଉପ ଅଧିନାୟକ ଜାଭେଦ ଅବରାର ଟସ ପକାଇବାକୁ ପଡିଆକୁ ଯାଇଥିଲେ ।…

Bande Bharat Sleeper Train: ଆରମ୍ଭ ହେଲା ବନ୍ଦେ ଭାରତ ସ୍ଲିପର ଟ୍ରେନ; ନିରାପଦ ଏବଂ ଆରାମଦାୟକ ଯାତ୍ରା କରିବେ…

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସେ ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଟି ହାଓଡ଼ା ଏବଂ ଗ୍ବାହାଟି (କାମାଖ୍ୟା) ମଧ୍ୟରେ ଚାଲିବ ଏବଂ ଜାନୁଆରୀ ୧୮ ତାରିଖରେ ନିୟମିତ…

Private Bus Owners Protest: ‘ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ’

କଟକ: ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି । ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ଘରୋଇ…

Republic Day Terror Threat: ବଡ଼ ଆତଙ୍କୀ ଆକ୍ରମଣ ନେଇ ହାଇଆଲର୍ଟ, ଦିଲ୍ଲୀ ସମେତ ଏହି ସହର ଟାର୍ଗେଟରେ…

ନୂଆଦିଲ୍ଲୀ: ହାଇଆଲର୍ଟରେ ଦିଲ୍ଲୀଠୁ ପଲ୍ଲୀ ହୋଇପାରେ ବଡ଼ ଆତଙ୍କୀ ଆକ୍ରମଣ ଦିଲ୍ଲୀ ସମେତ ଅନେକ ସହରରେ ହୋଇପାରେ ବଡ଼ ଆକ୍ରମଣ! ସତର୍କ ହେଲେ ସୁରକ୍ଷା ଏଜେନ୍ସି ଜାନୁଆରି ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଘାରିଲାଣି ଆତଙ୍କୀ ଆକ୍ରମଣ ବ୍ୟାୟାମ ଖଲିସ୍ତାନ ବାଂଲାଦେଶ ଆତଙ୍କବାଦୀ…

ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ। ବାଥରୁମରୁ ମିଳିଲା ମୃତଦେହ। ମୃତକ ହେଲେ ମୋଚିରାମ ମାରାଣ୍ଡି । ସେ ରହୁଥିବା ଭଡ଼ା ଘରୁ ମୃତଦେହକୁ ଗତକାଲି ଜବତ କରିଛି ପୋଲିସ । ମୃତ କନଷ୍ଟେବଳ ଜଣକ ଧଉଳି ଥାନାରେ ପୋଷ୍ଟିଂ ହୋଇଥିଲେ । କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ।…

Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…

ସମ୍ବଲପୁର: ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା ଆସନ୍ତାକାଲିଠାରୁ ହୀରାକୁଦରେ ଆରମ୍ଭ ହେବ । ଏଥିପାଇଁ ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ଗଣନା…

Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ । ଗୁରୁବାର ଘଟଣା ଘଟିଥିବା ବେଳେ ତଦନ୍ତ ନିର୍ଦ୍ଦେଶ…

Gold Reserves & Price: ସାରା ଦୁନିଆରେ କାହା ପାଖରେ ଅଛି ସର୍ବାଧିକ ସୁନା?, ରେସରେ କେଉଁଠି ଅଛି ଭାରତ…

ନୂଆଦିଲ୍ଲୀ: ଏବେ ଯେଉଁ ରେଟରେ ସୁନାର ମୂଲ୍ୟ ମହଙ୍ଗା ହେବାରେ ଲାଗିଛି, ଏହା ଉପରେ ଅଧିକ ନିବେଶ କରିଛନ୍ତି ନିବେଶକ। ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବି ଚୁପଚାପ୍ ସୁନାରେ ସେମାନଙ୍କର ତହବିଲ ପୂରଣ କରୁଛନ୍ତି, ଏବଂ ଜନସାଧାରଣ କେବଳ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଧ୍ୟାନ…

ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ

ମୁମ୍ବାଇ: ରଣବୀର ସିଂଙ୍କ ଧୂରନ୍ଧର ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହାର ଦ୍ୱିତୀୟ ପାର୍ଟ ମାର୍ଚ୍ଚ ୧୯ରେ ରିଲିଜ ହେବ । ରଣବୀରଙ୍କୁ ଡନ ୩ ଫିଲ୍ମ ପାଇଁ ସାଇନ କରାଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଶାହାରୁଖଙ୍କ ବଦଳରେ ଫରହାନ ଅଖତାର…

Sand Mafia: ଦ୍ବୀତିୟ ଦିନରେ ବାଲି ମାଫିଆଙ୍କ ଠିକଣାରେ ଚାଲିଛି ରେଡ୍, ମିଳୁଛି ପୁଳା ପୁଳା ଟଙ୍କା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ ଜାରି ଜାରି ରହିଛି । ଏହି ଚଢାଉ ସମୟରେ ଆଲମିରା ଭର୍ତ୍ତି ଟଙ୍କା ମିଳିଛି । ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଅଧିକାରୀଙ୍କ ହୋସ୍ ଉଡାଇ ଦେଇଛି ।…