Latest Odisha News

BREAKING NEWS

Chicken Neck Concern: ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଚିକେନ୍ ନେକ୍!

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ‘ଚିକେନ୍ ନେକ୍’? ବାଂଲାଦେଶରେ ISI ଟେରର କ୍ୟାମ୍ପ ଦାବିକୁ ନେଇ ବଢ଼ିଲା ଚିନ୍ତା ଭାରତର ସୁରକ୍ଷା ସହ ଜଡ଼ିତ ଅତ୍ୟନ୍ତ ସମ୍ବେଦନଶୀଳ ସିଲିଗୁଡ଼ି କରିଡର, ଯାହାକୁ ‘ଚିକେନ୍ ନେକ୍’ ବୋଲି କୁହାଯାଏ, ତାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର…

Delhi Police Strike: ଦିଲ୍ଲୀ ପୋଲିସର ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୩ ଶାର୍ପ ଶୁଟର ଗିରଫ, ଟାର୍ଗେଟ…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା। ରୋହିଣୀ ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ୩ ଜଣ ଶୁଟରଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଏହି ତିନିଜଣ କୌଣସି ବଡ଼ ଅପରାଧ ଘଟାଇବା ଏବଂ ଟାର୍ଗେଟ କିଲିଂ କରିବାର ଯୋଜନାରେ ଥିଲେ। ଗୁପ୍ତ ସୂଚନା…

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…

ଗୁଡ଼ାରୀ:କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ରାୟଗଡା ଜିଲ୍ଲାର ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି କରିଛନ୍ତି । ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂତନ ରେଳ ଲାଇନର ପୁନଃ ସର୍ବେକ୍ଷଣ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀଙ୍କୁ ପତ୍ର ଲେଖିଛନ୍ତି ସାଂସଦ । ଏହି ରେଳପଥ ଜିଲାର…

ଅବକାରୀ ବିଭାଗକୁ ବଡ଼ ସଫଳତା; ୫୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ରାଣୀବଗିଚା ଛକରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡ଼ିଛି ଏକ ବଡ଼ ଗଞ୍ଜେଇ ଚୋରାଚାଲାଣ ରାକେଟ୍ । ପଶ୍ଚିମବଙ୍ଗର ଦୁଇ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ପାଟ୍ରୋଲିଂ ସମୟରେ ସଦର ଅବକାରୀ ଇନ୍ସପେକ୍ଟର ନିରଞ୍ଜନ ସାହୁ ଦୁଇ ଜଣ ଯୁବକଙ୍କୁ ଏକ ଗଞ୍ଜେଇ…

ଓଡ଼ିଶାରେ ସ୍ଵଳ୍ପ-କାର୍ବନ ନିର୍ମାଣ ପାଇଁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ଏମଓୟୁ…

ଭୁବନେଶ୍ୱର:ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ…

Overstaying Visa: ପୁଅ ସହ ପାକିସ୍ତାନୀ ମହିଳା ଗିରଫ; ଅନେକ ଭାରତୀୟ କାଗଜପତ୍ର ଜବତ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ନିକଟସ୍ଥ ବାଗେପାଲିରେ ବେଆଇନ ଭାବରେ ରହୁଥିବା ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଭିସା ମିଆଦ ଶେଷ ହେବା ପରେ ସେମାନେ ବେଆଇନ ଭାବରେ ଭାରତରେ ରହୁଥିବା ଅଭିଯୋଗ ହୋଇଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଫରହାନାଜ୍ ଏବଂ ତାଙ୍କ ପୁଅ ମହମ୍ମଦ…

ଯୁବକଙ୍କ ଉପରେ ଚଢିଗଲା ଟ୍ରଲର, ମୃତ ଦେହ ରଖି କାରଖାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଧୁତୁରାସ୍ଥିତ ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ଯବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁ‌ର୍ଯ୍ୟୋଧନ ବାଗ(୨୬) । ସେ ନିଜ ଗାଁକୁ ଫେରୁଥିବାବେଳେ, ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଏହି…

ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ

ନୂଆଦିଲ୍ଲୀ: ଭାରତୀୟ ହାଇଜମ୍ପର ସର୍ବେଶ କୁଶାରେ ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଛନ୍ତି । ମୋନାକୋ ଡାଇମଣ୍ଡ ଲିଗରେ ସେ ପ୍ରଥମ ଭାରତୀୟ ଭାବେ ହାଇଜମ୍ପରେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ସର୍ବେଶ ୨.୨୬ ମିଟର ଜମ୍ପ କରି ତୃତୀୟ ସ୍ଥାନ ହାତେଇଥିଲେ । ଡାଇମଣ୍ଡ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବୈଶିଙ୍ଗା:ମୟୂରଭଞ୍ଜର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇଥିଲେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ସୁବର୍ଣ୍ଣ…

ରୋଗୀ ହୋଇ ଆସିଲେ, ହାତଗୋଡ଼କୁ ବାନ୍ଧି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

ଧର୍ମଗଡ଼:ଡାକ୍ତରଙ୍କୁ ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ସୁନା ଓ ନଗଦ ରାଶି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବିଳମ୍ବିତ ରାତିରେ ଏଭଳି ଏକ ଡକାୟତି ଘଟଣା ସାମ୍ନାକୁ ଆସିଛି । ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସଙ୍କ ସରକାରୀ…