ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି
ୱାସିଂଟନ୍: ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଗୋଟେପଟେ ଲସ୍ ଏଞ୍ଜେଲସ୍ର ୨ଟି ଜଙ୍ଗଲରୁ ନିଆଁ ଲିଭାଯାଇଥିବା ବେଳେ ସେପଟେ ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି…