ଜୋକୋଭିଚଙ୍କ ଚାଂଚଲ୍ୟକର ବୟାନ, ମୋତେ ଦିଆ ଯାଇଥିଲା ବିଷ
ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଯାହାକି କ୍ରୀଡା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଅଷ୍ଟ୍ରେଲିଆନ ଓପନ ଚଳିତ ବର୍ଷ ଜାନୁୟାରୀ ୧୨ରୁ ଆରମ୍ଭ ହେବ । ଜୋକୋଭିଚ ଏହା ପୂର୍ବରୁ କହିଛନ୍ତି ତାଙ୍କୁ ଏଠାରେ ବିଷ ଦିଆଯିବା ପାଇଁ ଉଦ୍ୟମ…