Latest Odisha News

BREAKING NEWS

ମହିଳାମାନେ ଜିମ୍‌ରେ କେତେ ଓଜନ ଉଠାଇବା ଉଚିତ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଫିଟ୍ ଏବଂ ସୁସ୍ଥ ରହିବା ପାଇଁ, ମହିଳାମାନେ ଷ୍ଟ୍ରନ୍ଥ ଟ୍ରେନିଂ ଉପରେ ଧ୍ୟାନ ଦିଅନ୍ତି। ବିଶେଷକରି ଯେଉଁ ମହିଳାମାନେ ଓଜନ ହ୍ରାସ କରୁଛନ୍ତି, ସେମାନଙ୍କୁ ମାଂସପେଶୀ ବଜାୟ ରଖିବା ପାଇଁ ଓଜନ ହ୍ରାସ ତାଲିମ ଦିଆଯାଏ। ବିଶେଷଜ୍ଞମାନେ କୁହନ୍ତି ଯେ ଓଜନ ତାଲିମ ଶରୀରର ସନ୍ତୁଳନ ବଜାୟ ରଖିବାରେ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ୩ଦିନିଆ ଆଇ.ଇ.ଇ.ଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଆୟୋଜିତ ତିନିଦିନିଆ ସଂକେତ ପ୍ରକ୍ରିୟାକରଣ, ଯୋଗାଯୋଗ, ଶକ୍ତି ଏବଂ ଏମ୍ବେଡେଡ୍ ସିଷ୍ଟମ୍ ଉପରେ ଦ୍ୱିତୀୟ ଆଇ.ଇ.ଇ.ଇ. ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ତୃତୀୟ ଦିବସ। ଏହି ଅବସରରେ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସରେ ଅଂଶଗ୍ରହଣ…

ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଧର୍ମଗଡ଼: ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ଚଳନ୍ତା ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। କିନ୍ତୁ ଡ୍ରାଇଭରଙ୍କ ପାଇଁ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ନିକଟରେ ଆଜି…

ଫିଟୁଛି ଠକରାଣୀ ହଂସିକାଙ୍କ ଗୁମର, Z1ରେ ରହିଛି ୩ଟି ଫ୍ଲାଟ୍‌

ଭୁବନେଶ୍ବର: ଦିନକୁ ଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ଠକ ହଂସିକାଙ୍କର ରହିଛି ୩ଟି ଫ୍ଲାଟ୍‌। ସେ ୭୦୩ ନମ୍ୱର ଫ୍ଲାଟ୍‌ରେ ଅନୀଲ ମହାନ୍ତିଙ୍କ ସହ ରହୁଥିବା ଅଭିଯୋଗ ହେଉଛି। ଗୁରୁବାର ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ…

ମନ ମୋହୁଛି ଫ୍ଲୀ ମାର୍କେଟ, ଆକର୍ଷିତ ହେଉଛନ୍ତି ଯୁବବର୍ଗ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଉତ୍ସବମୁଖର ହୋଇଛି ରାଜଧାନୀ ଭବନେଶ୍ଵର। ଏହାକୁ ଦ୍ବିଗୁଣିତ କରୁଛି ଏକାମ୍ର ଉତ୍ସବର ଓ ଫ୍ଲୀ ମାର୍କେଟ। ଫ୍ଲୀ ମାର୍କେଟର ପାରମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀର ସମ୍ଭାର ଦେଖିବା ପାଇଁ ବଢୁଛି ଦର୍ଶକଙ୍କ ଭିଡ଼। ସାଂସ୍କୃତିକ ସନ୍ଧ୍ୟାରେ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଦୁବାଇରେ ଭାରତର ରେକର୍ଡ ପ୍ରଶଂସନୀୟ

ଦୁବାଇ: ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ପାକିସ୍ତାନ ହୋଇଥିଲେ ମଧ୍ୟ ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ରହିଛି । ଯାହା ପରୋକ୍ଷରେ ପ୍ରଶଂସକଙ୍କୁ ଉତ୍ସାହିତ…

ଅଫିସ ପାର୍କିଂରେ ନିଜ ସହକର୍ମୀଙ୍କୁ ଛୁରୀଭୁସି ହତ୍ୟା କଲେ ଯୁବକ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୁଣେର ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ ପାର୍କିଂ ଏରିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତର ନାମ କୃଷ୍ଣ ସତ୍ୟନାରାୟଣ କନୋଜା ବୋଲି ଜଣାପଡ଼ିଛି। ଶିବାଜୀନଗରରେ…

ଓଡ଼ିଶା ହେବ ଆଇଟି ହବ୍: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା । ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ । ସେମିକଣ୍ତକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେବେ ଆଇଟି ହବ ନେଇ…

ଫରହାନ ବାପା ହେବା ଖବର ଗୁଜବ

ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତାର ବାପା ହେବା ଖବର ଗୁଜବ ବୋଲି ଜଣାପଡିଛି । ଅଭିନେତ୍ରୀ ଶାବନା ଆଜମୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଫରହାନଙ୍କ ଦ୍ୱିତୀୟ ପତ୍ନୀ ଶିବାନୀ ଦାଣ୍ଡେକର ଏବେ ମାଆ ହେବାକୁ ଚାହୁଁ ନାହାନ୍ତି ।…