ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା; ଓଡିଶାକୁ କଣ ମିଳିବ ଲାଭ?
ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର ବଜେଟ ଉପସ୍ଥାପନ କରିବାର ୮ମ ଥର ହେବ ଯାହା ରେକର୍ଡ ସୃଷ୍ଟି କରିବ । ତେବେ ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି ।
ବ୍ୟକ୍ତିଗତ ଆୟକର ଛାଡ ସୀମା ୧୦ ଲକ୍ଷ ଟଙ୍କାକୁ…