ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଆରପିଏଫ୍ ଏଏସଆଇ ଗିରଫ
ଭୁବନେଶ୍ୱର: ରକ୍ଷକ ସାଜିଲେ ଭକ୍ଷକ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଆରପିଏଫରେ କାର୍ଯ୍ୟରତ ଏଏସଆଇ ନିରଞ୍ଜନ ଜେନା ।
ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ଦୁଇ ଦିନ ପୂର୍ବେ ସେ…