Latest Odisha News

BREAKING NEWS

ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଗୁଜୁରାଟ କମ୍ପାନୀ ଆଗ୍ରହୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ଶେଷ ହୋଇଛି । ହେଲେ ଏହା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି । ବର୍ତ୍ତମାନ ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ…

‘ହେରା ଫେରି ୩’ର ଷ୍ଟାର କାଷ୍ଟ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ 'ହେରା ଫେରି ୩'ର ଷ୍ଟାର କାଷ୍ଟ ଘୋଷଣା କଲେ ଫିଲ୍ମ ନିର୍ମାତା । ନିଜ ଜନ୍ମ ଦିନରେ ପ୍ରିୟଦର୍ଶନ 'ହେରା ଫେରି ୩'ର କଳାକାରଙ୍କ ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି । ଜାନୁଆରୀ ୩୦ ଅର୍ଥାତ୍ ଆଜି ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଜାରି ପରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ପୂର୍ବ ସରକାର ସମୟରେ ‘ଆମ ଗାଁ ଓ ଆମ ବିକାଶ’ ଯୋଜନାର ନାଁ ପରିବର୍ତ୍ତନ କରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କରିଛି ବିଜେପି । ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି ହେବା ପରେ ବିଜେପିକୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର…

କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ 'ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା…

ଜାତୀୟ କ୍ରୀଡା: ଓଡିଶା ପାଇଁ ସ୍ୱର୍ଣ୍ଣ ଜିତିଲେ ମହିଳା ସନ୍ତରଣ ଟିମ

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡାରେ ଓଡିଶା ସନ୍ତରଣ ଟିମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଗୁରୁବାର ମହିଳା ସନ୍ତରଣ ଟିମ ୪ ଗୁଣନ ୧୦୦ ମିଟର ରିଲେରେ ଓଡିଶାକୁ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତ୍ୟଶା ରାୟ, ମନ୍ନତ ମିଶ୍ର, ଦିବ୍ୟାଙ୍କା ପ୍ରଧାନ ଓ ସୃଷ୍ଟି…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ‘ଏକ୍ସ’ ଆକାଉଣ୍ଟ ସସପେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ 'ଏକ୍ସ' ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ତାଙ୍କର ଦୁଇଟି ଭିନ୍ନଭିନ୍ନ ପୋଷ୍ଟରେ କପିରାଇଟ୍ ଉଲ୍ଲଂଘନର ଆଲର୍ଟ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସ୍ୱରା…

ଦୀର୍ଘ ଦିନ ପରେ ଚିଲି ପନୀର ଖାଇଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏଥିରେ ଉନ୍ନତି ଆଣିବା ପାଇଁ କୋହଲି ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ଦିଲ୍ଲୀ ଟିମ ପକ୍ଷରୁ ଖେଳିବା ଅବସରରେ ସେ ରେଲୱେ ବିପକ୍ଷ ମ୍ୟାଚରେ ଅଧିନାୟକ ହେବାକୁ ମନା କରି ଦେଇଥିଲେ । କୋହଲି…

ଏହି ଦେଶରେ ରହିବା ପାଇଁ ଲକ୍ଷାଧିକ ଟଙ୍କା ସହ ମିଳିଥାଏ ଅନେକ ସୁବିଧା

ନୂଆଦିଲ୍ଲୀ: କିଛି ଦେଶ ଏପରି ଅଛି ଯେଉଁଠାରେ ସରକାର ସେମାନଙ୍କର ବିରଳ ଜନବସତି ଥିବା ଅଞ୍ଚଳଗୁଡ଼ିକୁ ପୁନଃ ଜନବସତି କରିବା ପାଇଁ ଲୋକଙ୍କୁ ଟଙ୍କା ଦିଅନ୍ତି? ଏହା ଟିକେଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ଏହା ସତ୍ୟ । ଇଟାଲୀ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ଗ୍ରୀସ ଭଳି ଦେଶ…

ଏଫଆଇଏଚ ପ୍ରୋ ଲିଗ: ୩୨ ଜଣିଆ ଦଳରେ ଓଡିଶାରୁ ୩

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପୋ ଲିଗ ୨୦୨୪-୨୫ ଖେଳାଯିବ । ଏଥିପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୩୨ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି ।…

ଆସନ୍ତା ୩ରେ ଜନ ଅଭିଯୋଗ ଶୁଣାଣି; କାଲିଠୁ ପଞ୍ଜୀକରଣ

ଭୁବନେଶ୍ବର: ଫେବୃୟାରୀ ୩ ତାରିଖ ସୋମବାରରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧…