Latest Odisha News

BREAKING NEWS

ସୁନା ଭଳି ରୂପାର ହେବ କି ହଲମାର୍କିଂ? ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସୁନା ଅଳଙ୍କାର ପାଇଁ ବାଧ୍ୟତାମୂଳକ ହଲମାର୍କିଂ ପରେ ବର୍ତ୍ତମାନ ସରକାର ରୂପା ଅଳଙ୍କାରର ବାଧ୍ୟତାମୂଳକ ହଲମାର୍କିଂ ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର…

ଆଶାରାମ ବାପୁଙ୍କୁ ମିଲିଲା ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ମିଳିଲା ବଡ ଆଶ୍ବସ୍ତି । ଦୁଷ୍କର୍ମ ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ କୋର୍ଟ । ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଧର୍ମଗୁରୁ ତଥା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ…

ବ୍ରିକ୍ସରେ ନୂଆ ସଦସ୍ଯ ଭାବେ ଏଣ୍ଟ୍ରି କଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ବ୍ରିକ୍ସରେ ପୂର୍ଣ୍ଣ ସଦସ୍ୟ ଭାବେ ଏଣ୍ଟ୍ରି କଲା ଆଉ ଏକ ଦେଶ। ଇଣ୍ଡୋନେସିଆ ୧୧ତମ ଦେଶ ଭାବେ ବ୍ରିକ୍ସର ଏକ ଅଂଶ ପାଲଟିଛି। ମଙ୍ଗଳବାର ଦିନ ସଙ୍ଗଠନର ଚେୟାରମ୍ୟାନ୍ ବ୍ରାଜିଲ୍ ଏନେଇ ଘୋଷଣା କରିଛି। ବ୍ରାଜିଲର ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଜୋହାନ୍ସବର୍ଗ ଶିଖର ସମ୍ମିଳନୀରେ…

ଏଚଏମପିଭି ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ…

ବୋରୱେଲରେ ଫସିଲେ ୧୮ ବର୍ଷର ଯୁବତୀ

କୁଚ୍: ଗୁଜରାଟର କୁଚ ଜିଲ୍ଲାର କନ୍ଧରାଇ ଗ୍ରାମରେ ଜଣେ ୧୮ ବର୍ଷୀୟ ଯୁବତୀ ବୋରୱେଲରେ ଫସିଥିବା ଜଣାପଡିଛି। ଚାଷ ଜମିରେ ଥିବା ୫୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲେ। ଏହି ଘଟଣା ସମଗ୍ର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଏହି ୧୮ ବର୍ଷୀୟ ଯୁବତୀ ଦୈନନ୍ଦିନ କାର୍ଯ୍ୟରେ…

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ- ୨୦୨୫

ଭୁବନେଶ୍ଵର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ ଘଡିଏ ଅଟକି ଯାଆନ୍ତି ଲୋକେ । ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ…

କିଏ ହେବେ ପରବର୍ତ୍ତୀ କାନାଡା ପ୍ରଧାନମନ୍ତ୍ରୀ? ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦେଶରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିସହିତ ଲିବରାଲ ପାର୍ଟିର…

ନେପାଳ ଭୂକମ୍ପ, ୫୩ ମୃତ, ଆହୁରି ବଢିବ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପରେ ଥରିଛି ନେପାଳ-ତିବ୍ଦତ ସୀମା । ଲଗାତର ୬ଟି ଭୂମିକମ୍ପରେ ଥରିଛି ନେପାଳ ସୀମା । ଭୟଙ୍କର ଭୂକମ୍ପରେ ଏଯାବତ୍ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ସନା ଖାନ, ସୋସିଆଲ ମଡିଆରେ ଦେଲେ ଖୁସିଖବର

ମୁମ୍ବାଇ: ଅଭିନୟ ଛାଡି ଧର୍ମର ପଥ ଅନୁସରଣ କରିଥିବା ସନା ଖାନ ଦ୍ୱିତୀୟ ଥର ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି । ପୁଅକୁ କୋଳରେ ନେଇ ତାଙ୍କ ସ୍ୱାମୀ ଅନାସଙ୍କ ସହ ନମାଜ ପାଠ କରିଛନ୍ତି। ସନା ସୋସିଆଲ ମିଡିଆରେ ପୁଅର ଆଗମନକୁ ନେଇ…

ପୁଣି ଫେରିବ କି ଲକଡାଉନ୍! ବଢୁଛି ନୂଆ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା…ଜାଣନ୍ତୁ କ’ଣ ରହିଛି ଲକ୍ଷଣ..

ନୂଆଦିଲ୍ଲୀ: ପୁଣି ଦେଶରେ ଫେରିବ ଲକଡାଉନ୍ ସାଙ୍ଗକୁ ମାସ୍କ । କାରଣ ଏବେ ପୁଣି ଡରାଇଲାଣି ଆଉ ଏକ ନୂଆ ଚୀନ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା ଏଚଏମପିଭି । ସବୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ଚୀନରୁ ମୁଣ୍ଡ ଟେକିଥିବା ଏଚଏମପିଭି ଏବେ ଦେଶରେ ତାର କାହା ମେଲାଇଲାଣି । ଗତ କାଲି ୫ ଜଣ ଏଥିରେ…