Latest Odisha News

BREAKING NEWS

ସଫେଇ କର୍ମୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ସୁନ୍ଦରଗଡ: ସଫେଇ କାର୍ଯ୍ୟର ତଦାରଖ ସମୟରେ ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଆଜି ଅପରାହ୍ନରେ ଏପରି ଘଟଣା  ଦେଖିବାକୁ ମିଳିଛି ସୁନ୍ଦରଗଡ ପୌର ପରିଷଦର ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୋଗ ମୁତାବକ, ସଫେଇ…

ମାତିଛନ୍ତି ସାଇବର ଠକ; ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା ମାତ୍ରେ ଆକାଉଣ୍ଟ ହେଇଯିବ ଖାଲି

ଭୁବନେଶ୍ବର:ଏବେ ସାଇବର ଠକମାନେ ଏକ ନୂତନ ପଦ୍ଧତି ବାହାର କରିଛନ୍ତି । ଯାହାଦ୍ବାରା ସେମାନେ ୟୁପିଆଇ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହାକୁ ‘ଜମ୍ପ ଡିପୋଜିଟ୍ ​​ସ୍କାମ୍’ କୁହାଯାଉଛି। ଏହି ଠକମାନେ ଏତେ ଚତୁର ଯେ ଆକାଉଣ୍ଟରୁ ଟଙ୍କା ନେଇଯିବେ ଆପଣ ଜାଣିପାରିବେ…

କଲବଲ କରୁଛି ଶୀତ: ଘୁ.ଉଦୟଗିରିରେ ୪.୬ ଡିଗ୍ରି ଛୁଇଁଲା ପାରଦ

କନ୍ଧମାଳ: ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତର ପ୍ରକୋପ। ଜାଡ଼ରେ କଲବଲ ହେଉଛନ୍ତି ରାଜ୍ୟବାସୀ। ସେହିପରି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଦିନକୁ ଦିନ ପାରଦ ତଳମୁଁହା ହେବା ସହ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି। ଚଳିତ ବର୍ଷ ଶୀତଋତୁରେ ଜି ଉଦୟଗିରିରେ…

ଶାମ୍ବ ଦଶମୀରେ ହେବ ସମୁଦ୍ର ଆରତୀ, ଯୋଗଦେବେ ୨୩ ଦେଶର ୩୦୦ ଭକ୍ତ

ଭୁବନେଶ୍ବର:୧୮ ବର୍ଷ ଧରି ପୂର୍ବାମୟ ଶ୍ରୀ ଗୋବଦ୍ଧନ ମଠ-ପୁରୀ ପୀଠ ତରଫରୁ ପ୍ରତିଦିନ ସନ୍ଧ୍ୟା ସମୟରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ପବିତ୍ର ମହୋଦଧି ଆରତି କାର୍ଯ୍ୟକ୍ରମ ଅତ୍ୟନ୍ତ ଆସ୍ଥା ଓ ବିଶ୍ୱାସ ପୂର୍ବକ ବିଧିବିଧାନର ସହ ହୋଇ ଆସୁଅଛି। କାର୍ଯ୍ୟକ୍ରମର ବାର୍ଷିକ ମହୋତ୍ସବ ମଧ୍ୟ ରାଜ୍ୟ…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଶିବମ ଦୁବେ

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏବେ ତାଙ୍କ ପରିବାର ୩ରୁ ୪ ହୋଇଯାଇଛି । ଶିବମଙ୍କ ପତ୍ନୀ ଅଞ୍ଜୁମ ଖାଁ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ୨୦୨୨ରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ…

ଜାନୁଆରୀ ୬ ରେ ରାୟଗଡା ରେଳ ମଣ୍ଡଳର ଶିଳାନ୍ୟାସ କରିବେ ମୋଦୀ

ଭୁବନେଶ୍ୱର: ଆସନ୍ତା ୬ ତାରିଖ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି…

୪ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ: ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର କାର୍ଯ୍ୟକାଳରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜାନୁଆରୀ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ୨୮ତାରିଖରେ ପ୍ରଧାନମନ୍ତ୍ରୀ…

ଜୟ ଶାହଙ୍କ ସ୍ଥାନରେ ଏହି ବ୍ୟକ୍ତି ହେବେ ବିସିସିଆଇର ନୂଆ ସେକ୍ରେଟାରୀ

ମୁମ୍ବାଇ: ଜୟ ଶାହଙ୍କ ପରେ ଖାଲି ପଡିଥିବା ବିସିସିଆଇ ସେକ୍ରେଟାରୀ ପଦ ପାଇଁ ଦେବଜିତ ସାଇକିଆ ଓ କୋଷାଧ୍ୟକ୍ଷ ପଦ ନିମନ୍ତେ ପ୍ରଭତେଜ ଭାଟିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଅଧିକାରୀଙ୍କ ବିପକ୍ଷରେ ଅନ୍ୟ କିଏ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇ ନାହାନ୍ତି । ଫଳରେ ସାଇକିଆ…

ଆକାଶରୁ ପୃଥିବୀକୁ ଖସିଲା ୫୦୦କିଲୋର ଏକ ରିଙ୍ଗ, ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ଅପରାହ୍ନ ସମୟ ହୋଇଥିବ । ହଠାତ୍ ଆପଣଙ୍କ ଅଞ୍ଚଳରେ ଆକାଶରୁ ୫୦୦କେଜିର ବିଶାଳ ରିଙ୍ଗ'ଟି ପଡିବ । ଆପଣ ଛାନିଆ ହୋଇଯିବେ କି ନାହିଁ । ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି କେନିଆର ମାକୁଏନି କାଉଣ୍ଟରେ ଅବସ୍ଥିତ ମୁହୁକୁ ଗାଁରେ । ଖବରମୁତାବକ, ଏହି ଗାଁ ନିକଟରେ ଆକାଶରୁ ପଡିଥିବା…

ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି: ପତ୍ନୀ ସୁନୀତା

ମୁମ୍ବାଇ: ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ନିକଟରେ ଏକ ଇଣ୍ଟରଭିଉରେ ଏଭଳି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଗୋବିନ୍ଦାଙ୍କ ଜୀବନରେ ଆସିଥିଲେ ସେ ଜଣେ ଟମ୍ ବଏ ଥିଲେ କିନ୍ତୁ ବିବାହ ପରେ ସେ ନିଜକୁ  ପରିବର୍ତ୍ତନ…