Latest Odisha News

BREAKING NEWS

ମୌନୀ ଅମାବାସ୍ୟାରେ ରହିଛି ଦୁର୍ଲ୍ଲଭ ଯୋଗ: ଏହି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

ଭୁବନେଶ୍ବର: ୨୯ ଜାନୁଆରୀ ବୁଧବାର ଦିନ ପଡୁଛି ମୌନୀ ଅମାବାସ୍ୟା । ଦୀର୍ଘ ୫୦ ବର୍ଷ ପରେ ମୌନୀ ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବେ । ଗୁରୁ ଗ୍ରହ ମଧ୍ୟ ବୃଷ ରାଶିରେ ବିରାଜମାନ ହେବେ । ଏହି ମୌନୀ ଅମାବାସ୍ୟା ଦିନ…

କଟନୀ ଛଟନୀ ଗୁମର ଖୋଲିଲେ ଯୋଗାଣ ମନ୍ତ୍ରୀ, କଡା ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର : ସାରା ରାଜ୍ୟରେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଲିଛି ଧାନ ସଂଗ୍ରହ। ସରକାରଙ୍କ ତତ୍ୱାବଧାନରେ ଚାଲିଛି ଏହି ପ୍ରକ୍ରିୟା। କିପରି ଚାଷୀ ଟିକେ ବି ହଇରାଣ ନହେବେ ସେପାଇଁ ସଜାଗ ଅଛନ୍ତି ବୋଲି କହୁଛନ୍ତି ସରକାର। ଏହାରି ଭିତରେ ଧାନର କଟଣୀ ଛଟନୀକୁ ନେଇ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ…

ପଦ୍ମ ପୁରସ୍କାରକୁ ନେଇ ସୋନୁ ନିଗମଙ୍କ ପ୍ରଶ୍ନ; ଏମାନଙ୍କୁ କାହିଁକ ଅଣଦେଖା…

ମୁମ୍ବାଇ: ପଦ୍ମ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟକ ସୋନୁ ନିଗମ । ସେ କିଶୋର କୁମାର, ଅଲକା ୟାଗ୍ନିକ୍, ଶ୍ରେୟା ଘୋଷାଲ ଏବଂ ସୁନିଧି ଚୌହାନଙ୍କ ଭଳି ଅନେକ ଗାୟକଙ୍କ ନାମ ଉଲ୍ଲେଖ କରିଛନ୍ତି । ଏକ ଭିଡିଓ ଜାରି କରି କହିଛନ୍ତି ଯେ, କିପରି ସେମାନଙ୍କ ପ୍ରତିଭାକୁ ଅଣଦେଖା…

କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଜାଣନ୍ତୁ… 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭୁବନେଶ୍ୱର ଗସ୍ତ କରିବେ। ଯାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଗସ୍ତ…

ମହାକୁମ୍ଭରେ ଦିଲ୍ଲୀର ପୁଅକୁ ବାହାହେଲେ ଗ୍ରୀସର ଝିଅ, ସନ୍ଥ କଲେ କନ୍ୟା ଦାନ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ । ଗତ ୧୬ ଦିନରେ, ୧୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି । ହେଲେ ଏହା ଭିତରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଜଣେ…

ମୁମ୍ବାଇର ଆଗାମୀ ମ୍ୟାଚରେ ଖେଳିବେନି ରୋହିତ, ଯଶସ୍ୱୀ, ଶ୍ରେୟାଶ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କେତେଜଣ ଷ୍ଟାର ଖେଳାଳି ଫର୍ମ ସୁଧାରିବା ପାଇଁ ଚଳିତ ରଣଜୀ ଟ୍ରଫିର କେତେକ ମ୍ୟାଚରେ ଖେଳିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ ଓ ଶ୍ରେୟାଶ ଆୟାର ମୁମ୍ବାଇ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାର ଖେଳାଳିମାନେ ଭଲ…

ସୈଫଙ୍କୁ ଛୁରାମାଡ଼ ଘଟଣା; ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ

ମୁମ୍ବାଇ: ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗରୁ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦକୁ ଗିରଫ କରାଯାଇଥିଲା। ତେବେ ପୋଲିସ ଏହି ମାମଲାରେ ଖୋଳତାଡ କରିବା  ସମୟରେ ଶରିଫୁଲ ବ୍ୟବହାର କରିଥିବା ସିମ୍ କାର୍ଡ ଏକ…

ମହାକୁମ୍ଭର ସଙ୍ଗମରେ ବୁଡ଼ ପକାଇଲେ ଅମିତ ଶାହ

ପ୍ରୟାଗରାଜ: ମହାକୁମ୍ଭର ସଙ୍ଗମରେ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ, ସ୍ୱାମୀ ରାମଦେବ ଏବଂ ଅନ୍ୟାନ୍ୟ ସାଧୁ ସନ୍ଥମାନେ ଉପସ୍ଥିତ ଥିଲେ। ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ରାମଦେବ ବାବାଙ୍କ ସ୍ନାନ କରିବାର…

ରଣଜୀ ଟ୍ରଫି: ରେଲୱେ ବିପକ୍ଷ ମ୍ୟାଚ ପାଇଁ ଦିଲ୍ଲୀ ଟିମ ଘୋଷିତ, କୋହଲି ଖେଳିବେ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ କ୍ରିକେଟ ଖେଳିବାକୁ ଯାଉଛନ୍ତି । ଏହା ତାଙ୍କ ଫର୍ମ ଫେରିପାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ଜାନୁୟାରୀ ୩୦ରେ ରେଲୱେ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଘୋଷିତ ଦଳରେ…