ଜାଡରେ ଥରୁଛି ସାରା ଭାରତ, ଆହୁରି ଗୋଟେ ଦିନ ରାଜ୍ୟରେ ପ୍ରବଳ ଶୀତ
ଭୁବନେଶ୍ଵର: ଶୀତରେ ଥରୁଛି ସାରା ଦେଶ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ ଭଙ୍ଗା ଜାଡ଼ ଜାରି ରହିଛି। ଶୀତ ସାଙ୍ଗକୁ କୋହଲା ପବନ ବି ବହୁଛି। ସେପଟେ ରାଜ୍ୟରେ ଆହୁରି ଗୋଟେ ଦିନ ଅସ୍ତବ୍ୟସ୍ତ କରିବ ଶୀତ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ସର୍ବନିମ୍ନ ତାପମାତ୍ରାରେ କୌଣସି…