ପେଟ୍ରୋଲ ଢାଳି ବିକ୍ଷୋଭ କରୁଥିଲେ, ପଛରୁ କେହି ନିଆଁ ଲଗାଇଦେଲେ…
ଭୋପାଳ: ଭୋପାଳରେ ୟୁନିଅନ୍ କାର୍ବାଇଡର ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଧର ଜିଲ୍ଲାର ପିଥାମପୁରକୁ ଚୟନ କରାଯାଇଛି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅନେକ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାରୁ ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଆତ୍ମଦାହ କରିଥିବା ଅଭିଯୋଗ…