ସାମ୍ନାକୁ ଆସିଲା ରିଲିଜ ତାରିଖ, ଏହି ଦିନ ମୁକ୍ତିଲାଭ କରିବ ‘ସ୍ତ୍ରୀ ୩’
ମୁମ୍ବାଇ: ଗତ ବର୍ଷର ସବୁଠୁ ବଡ଼ ବ୍ଲକ୍ବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକମାନେ ଫିଲ୍ମକୁ ଢେର ଭଲପାଇବା ମଧ୍ୟ ଦେଇଥିଲେ । ତେବେ, ନିର୍ମାତା ଫିଲ୍ମର ଶେଷ ସିନ୍କୁ ଝୁଲାଇ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ…