Latest Odisha News

BREAKING NEWS

ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ। ୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ…

ପୋଷ୍ଟ ଅଫିସ୍ ଆରଡି ସ୍କିମ୍: ଦୈନିକ ୧୦୦ଟଙ୍କା ନିବେଶ କରି ୨ଲକ୍ଷରୁ ଅଧିକ ପାଣ୍ଠି କରନ୍ତୁ ଜମା

ଭୁବନେଶ୍ବର: ଯଦି ଆପଣ ପ୍ରତି ମାସରେ ଟଙ୍କା ସଞ୍ଚୟ କରିବେ କେମିତି ଭାବୁଛନ୍ତି, ତେବେ ଡାକଘରର ଆରଡି(RD ପୁନରାବୃତ୍ତି ଜମା) ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ । ଏହି ଯୋଜନାରେ,ଆପଣ ପ୍ରତିଦିନ ମାତ୍ର ଶହେ ଟଙ୍କା ଜମା କରି ପାଞ୍ଚ ବର୍ଷ ମଧ୍ୟରେ ଭଲ ପରିମାଣର ଟଙ୍କା ସଞ୍ଚୟ…

ଓଡିଶା ସ୍ଥିତି ମଜଭୁତ, ଏବେ ବି ମେଘାଳୟ ୧୨୯ ରନ ପଛରେ

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମେଘାଳୟ ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ ପରେ ଓଡିଶାର ବୋଲରମାନେ ଭଲ ବୋଲିଂ ମଧ୍ୟ ପ୍ରଦର୍ଶନ କରିଛନ୍ତି । ମେଘାଳୟ ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୨୨୧ ରନ ସଂଗ୍ରହ କରିଛି ।…

ଏଠାରେ ଲୁଚି ରହିଛି ମାଉଣ୍ଟ ଏଭରେଷ୍ଟଠାରୁ ୧୦୦ ଗୁଣ ଉଚ୍ଚ ଏକ ପର୍ବତ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଉଣ୍ଟ ଏଭରେଷ୍ଟ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ଶୃଙ୍ଗ। ଏହାଠାରୁ ମଧ୍ୟ ଅଧିକ ଉଚ୍ଚ ଶୃଙ୍ଗ ରହିଛି ଯାହା ଆପଣ କେବେ କଳ୍ପନା କରିନଥିଲେ। ପ୍ରକୃତରେ, ନେଚର ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ନିଶ୍ଚିତ କରିଛି ଯେ ପୃଥିବୀରେ ଏକ ଶିଖର ଅଛି ଯାହା ମାଉଣ୍ଟ ଏଭରେଷ୍ଟଠାରୁ ୧୦୦ ଗୁଣ ଅଧିକ ଉଚ୍ଚ।…

ମନୁଷ୍ୟଙ୍କ ପରି ଥିଲା କି ଆଉ ଏକ ପ୍ରଜାତି

ବେଜିଂ: ଚୀନରେ ଏ ଭଳି ଏକ ଜୀବାଶ୍ମ ମିଳିଛି ଯାହାକି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ଜୀବାଶ୍ମ ଏ ପର୍ଯ୍ୟନ୍ତ କୌଣସି ପ୍ରଜାତି ସହ ମେଳ ଖାଉନି । ଅବଶ୍ୟ ଏହା କିଛିମାତ୍ରାରେ ମନୁଷ୍ୟ ସହ ମିଶୁଛି । ଯାହା ଫଳରେ ମନୁଷ୍ୟଙ୍କ ପରି ଆଉ ଏକ ପ୍ରଜାତି ଥିବା ଅନୁମାନ କରାଯାଉଛି ।…

ସରକାରଙ୍କ ଭୁଲ, ଶାହାରୁଖଙ୍କୁ ଲାଭ: ବଙ୍ଗଳା ‘ମନ୍ନତ’ ପାଇଁ ମିଳିବ ୯ କୋଟି ଟଙ୍କା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା 'ମନ୍ନତ' ମଧ୍ୟ ତାଙ୍କ ପରି ବହୁତ ଲୋକପ୍ରିୟ। ପ୍ରତି ସପ୍ତାହରେ ହଜାର ହଜାର ପ୍ରଶଂସକ ଶାହରୁଖଙ୍କୁ ଦେଖିବା ପାଇଁ ଏହି ବଙ୍ଗଳାକୁ ଆସନ୍ତି। ଶାହରୁଖ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରନ୍ତି ନାହି। ଶାହରୁଖଙ୍କର ଗୋଟିଏ ଝଲକ…

ଗଣତନ୍ତ୍ର ଦିବସରେ କାହିଁକି ହୋଇଥାଏ ପରେଡ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୨୬ ଜାନୁଆରୀରେ ବଡ ଧୂମଧାମରେ ଦେଶ ପାଳନ କରେ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ଆୟୋଜିତ ହୁଏ ପରେଡ। ହେଲେ ଆପଣ ଜାଣନ୍ତି କି, ଏହି ଐତିହାସିକ ପରେଡ କେବଳ ଦିଲ୍ଲୀରେ କାହିଁକି କରାଯାଇଥାଏ ଓ କେବେ ହୋଇଥିଲା ଏହାର ଆରମ୍ଭ ?…

ଆଇସିସି ୨୦୨୪ ଟି-୨୦ରେ ରୋହିତ ଶର୍ମା ଅଧିନାୟକ, ବାଦ୍ ପଡ଼ିଲେ କୋହଲି

ନୂଆଦିଲ୍ଲୀ: ୨୦୨୪ ଟି-୨୦ ଇଣ୍ଟରନ୍ୟାସନାଲ ଖୁବ୍ ଖାସ ଥିଲା। ଆଇସିସି ୨୦୨୪ ବର୍ଷର ସର୍ବଶ୍ରେଷ୍ଠ ପୁରୁଷ ଟିମ୍ ଘୋଷଣା କରିଛି। ଆଉ ଏହି ଶ୍ରେଷ୍ଠ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ୨୦୨୪ ବର୍ଷରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ପକ୍ଷରୁ ଏପରି…

କବାଡି ମ୍ୟାଚବେଳେ ଖେଳାଳିଙ୍କ ମଧ୍ୟରେ ମାରପିଟ୍

ନୂଆଦିଲ୍ଲୀ: ତାମିଲନାଡୁର ମହିଳା କବାଡି ଖେଳାଳିଙ୍କୁ ଆକ୍ରମଣ । ଶୁକ୍ରବାର ଦିନ ପଞ୍ଜାବର ଭଟିଣ୍ଡାରେ ଏକ ଆନ୍ତ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ମ୍ୟାଚ୍ ସମୟରେ ଆକ୍ରମଣ କରାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତିରେ ଖେଳାଳିମାନେ ଅସନ୍ତୁଷ୍ଟ ହେବା ପରେ…

ବିଶ୍ୱବାସୀ ଖାଉଛନ୍ତି ଭାରତ ତିଆରି ଫ୍ରେଞ୍ଚ୍ ଫ୍ରାଇଜ୍, ପ୍ରାୟ ୧୫ ଶହ କୋଟି ଟଙ୍କାର ହେଉଛି ରପ୍ତାନି

ନୂଆଦିଲ୍ଲୀ: ଫ୍ରେଞ୍ଚ ଫ୍ରାଇଜ୍ ବା ଆଳୁ ଭଜା ଏପରି ଏକ ଖାଦ୍ୟ ଯାହା ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ୧୯୯୦ ଦଶକରେ ପରିସ୍ଥିତି ଏପରି ହୋଇଥିଲା ଯେ ଭାରତରେ ଫ୍ରେଞ୍ଚ ଫ୍ରାଇଜ୍ ସହଜରେ ଉପଲବ୍ଧ ନଥିଲା। ଫ୍ରୋଜେନ୍ ଫ୍ରେଞ୍ଚ ଫ୍ରାଇଜ୍ ଆମେରିକା ଏବଂ ୟୁରୋପରୁ…