Latest Odisha News

BREAKING NEWS

ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁ । ଗୁରୁବାର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ…

କାହିଁକି ଆମେରିକାକୁ ପସନ୍ଦ କରୁଛନ୍ତି ଅଧିକାଂଶ ଭାରତୀୟ ?

ୱାଶିଂଟନ: ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାରେ ସାରା ବିଶ୍ବର ଅନେକ ଲୋକ ରହିବାକୁ ପସନ୍ଦ କରନ୍ତି। ସେମାଙ୍କର ସ୍ବପ୍ନର ସ୍ଥାନ ହୋଇଥାଏ ଆମେରିକା। ଭରତୀୟମାନେ ବି ଆମେରିକାରେ ରହିବାକୁ ଖୁବ ପସନ୍ଦ କରୁଛନ୍ତି। ପ୍ରତିବର୍ଷ ଲକ୍ଷାଧିକ ଭାରତୀୟ ନିଜ ସ୍ବପ୍ନ ପୂରଣ ପାଇଁ ଆମେରିକା ଯାଉଛନ୍ତି।…

ଆଇସିସି ଟେଷ୍ଟ ଅଫ ଦି ଇୟର ଦଳରେ ୩ ଭାରତୀୟ

ନୂଆଦିଲ୍ଲୀ: ଆଇସିସି ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏଥିରେ ୩ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ସେମାନ ହେଲେ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା । ଦଳର ନେତୃତ୍ୱ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସଙ୍କୁ ପ୍ରଦାନ କରାଯାଇଛି । ଏହି…

ଏହି ଫେସ୍ ଯୋଗ କଲେ ସ୍କିନ ହେବ ଟାଇଟ

ଭୁବନେଶ୍ବର: ଯୋଗ ଦ୍ବାରା ଚର୍ମରେ ପଡୁଥିବା କୁଞ୍ଚକୁ ରୋକି ପାରିବେ ଓ ସ୍କିନ ଟାଇଟ୍ କରି ପାରିବେ । ଫଳରେ ବୟସ ବଢିବା ଯୋଗୁଁ ସ୍କିନରେ ପଡୁଥିବା କୁଞ୍ଚ ଦୂର ହେବ ଏବଂ ଆପଣ ୟଙ୍ଗ ଦେଖାଯିବେ । ଆସନ୍ତୁ ଶିଖିବା ଏହି ଫେସ୍ ଯୋଗ । ବେଲୁନ୍ ପୋଜ୍ - ଚକାମାଡି ବସି ପଡନ୍ତୁ । ଓଠ ଉପରେ ଦୁଇଟି…

କଡ଼ାକଡ଼ି ହେବ ଉପକୂଳ ସୁରକ୍ଷା ବ୍ୟବସ୍ଥା, ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ସହ ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି । ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

କ’ଣ ଏହି ସିବିଡିସି? ଆମେରିକାରେ ବ୍ୟାନ୍ କଲେ ଟ୍ରମ୍ପ ସରକାର

ନୂଆଦିଲ୍ଲୀ: ଆମେରିକାରେ ସିବିଡିସି ବ୍ୟାନ କଲେ ଟ୍ରମ୍ପ ସରକାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (ସିବିଡିସି) ସୃଷ୍ଟି କରିବା କିମ୍ବା ଜାରି କରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ…

ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ: ପୁନେରେ ପ୍ରଥମ ଆକ୍ରାନ୍ତ ମୃତ

ପୁନେ: ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ ଜିବିଏସ୍‌ । ଏହି ଘଟଣାରେ ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍‌ ରୋଗର କାରଣ…

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ…

ଏଣିକି ସମୁଦ୍ରର ୬ ହଜାର ମିଟର ଭିତରକୁ ଯିବା ହେବ ସହଜ! ଭାରତ ଲଞ୍ଚ କରିବ ଏହି ପ୍ରଡକ୍ଟ

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ କାହାଠାରୁ ପଛରେ ନାହିଁ। ଭାରତରେ ଅନେକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସଫଳ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ୟୁମାନ ଅଣ୍ଡରୱାଟର ସବମର୍ସିବଲ ବା ମାନବ ଜଳମଗ୍ନ ବୁଡ଼ାଜାହାଜ। ଏହି ବୁଡାଜାହାଜକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ଡିଜାଇନ୍ କରାଯାଇଛି। ଏହା…

ଭାଇରସ ନା ବିଷାକ୍ତ ପଦାର୍ଥ! ରଜୌରୀରେ ରହସ୍ୟମୟ ମୃତ୍ୟୁ ପଛର କାରଣ କ’ଣ?

ଶ୍ରୀନଗର: ଗତ ୭ ଡିସେମ୍ବରରୁ ଜମ୍ମୁ-କାଶ୍ମୀରର ଏକ ଗାଁରେ ଅଜଣା ରୋଗ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ରାଜୌରୀର ବଡହାଲ ଗାଁରେ ଏହି ରୋଗ ଯୋଗୁଁ ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି। ସମଗ୍ର ଗାଁକୁ କଣ୍ଟେନମେଣ୍ଟ ଜୋନ…