ଭ୍ୟାକସିନ୍ ଲାଗିଥିବା କୁକୁର କାମୁଡିବା କେତେ ବିପଦଜ୍ଜନକ? କ’ଣ କୁହନ୍ତି ଏକ୍ସପର୍ଟ…
ଭୁବନେଶ୍ବର: କୁକୁର ହେଉଛି ସବୁଠାରୁ ସାଧାରଣ ପୋଷା ପ୍ରାଣୀ ଯାହାକୁ ପ୍ରାୟ ସବୁ ଲୋକମାନେ ନିଜ ଘରେ ରଖିଥାନ୍ତି । ଘରେ ରହୁଥିବା ପୋଷା କୁକୁରମାନଙ୍କୁ ଟୀକା ଦିଆଯାଏ । ଯେତେବେଳେ ଏହି କୁକୁରମାନେ କାମୁଡ଼ନ୍ତି, ମାଲିକ ମାନେ ସବୁବେଳେ କୁହନ୍ତି ଯେ ସେମାନଙ୍କ କୁକୁରକୁ ଭ୍ୟାକସିନ୍ ଇଞ୍ଜେକ୍ସନ…