Latest Odisha News

BREAKING NEWS

ରିପୋର୍ଟକୁ କିପରି ମଞ୍ଜୁରୀ ଦେଇଥାଏ JPC, କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଦେଶର ଦୁଇ ବଡ ପ୍ରସଙ୍ଗରେ ଜେପିସିର ଲଗାତାର ବୈଠକ ଚାଲିଛି। ଗୋଟିଏ ୱାନ ନେସନ ୱାନ ଇଲେକ୍ସନ ଓ ଅନ୍ୟଟି ୱାକଫ ବିଲ ସଂଶୋଧନ। ୱାନ ନେସନ ୱାନ ଇଲେକ୍ସନ ଉପରେ ଆଲୋଚନା ପାଇଁ ଗଠିତ ୩୯ ସଦସ୍ୟ ବିଶିଷ୍ଟ ଜେପିସିର ଅଧକ୍ଷ ରହିଛନ୍ତି ଭର୍ତ୍ତୃହରି ମହତାବ। ଅନ୍ୟପଟେ ୱାକଫ ବିଲ ସଂଶୋଧନ…

ଓଡିଶାରେ ଦିଲ୍ଲୀ ଲଢେଇ, ଆଖି ଦେଖାଇଲା ଆପ୍ !

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଓଡିଶାରେ ଆପର ଗର୍ଜନ। ଦିଲ୍ଲୀରେ କ୍ଷମତାକୁ ଆସିଲେ ବିକାଶର ସୁନ୍ଦର ନକ୍ସା ଦେଖାଉଥିବା ବିଜେପି ଗତ 7ମାସ ମଧ୍ୟରେ ଓଡିଶାରେ କି ବିକାଶ କରିଛି ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି। ଓଡିଶାରେ ମଧ୍ୟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଢାଞ୍ଚାରେ…

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ

ପୁରୀ: ଆଜି ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ହୋଇଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ପୁରୀ ଲୋକସଭା…

ଅଘୋରୀ ବାବାଙ୍କ ଭବିଷ୍ୟବାଣୀ…ଶୁଣି ଉଡିଯିବ ହୋସ୍

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ 95ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବାବାଙ୍କ ମୁହଁରେ ଲାଲ ରଙ୍ଗ ଓ ଭସ୍ମ। କୁହାଯାଏ, ବାବା କୁଆଡେ ହିମାଳୟରେ ବର୍ଷ ବର୍ଷ ଧରି ଧ୍ୟାନ କରିଛନ୍ତି। ତେବେ ଏଥର କୁମ୍ଭମେଳାରେ ବାବାଙ୍କ ଭବିଷ୍ୟବାଣୀ…

କାହିଁକି ଏତେ ବଦଳିଗଲା କଂଗ୍ରେସ? ପରିବର୍ତ୍ତନ ନା ଅସ୍ତିତ୍ବର ଲଢେଇ !

ନୂଆଦିଲ୍ଲୀ: ଦିନେ ଥିଲେ ସାଥୀ ଏବେ ଶତ୍ରୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଉପରେ ଲଗାତର ହମଲା କରୁଛି କଂଗ୍ରେସ। ବିଶେଷ କରି ରାହୁଲ ଗାନ୍ଧୀଙ୍କ ସିଲମପୁର ରାଲି ପରେ ଏହି ଆକ୍ରମଣର ପରିମାଣ ବଢିଯାଇଛି। କୁହାଯାଉଛି, ଏହା କଂଗ୍ରେସର ଯୋଜନାବଦ୍ଧ ରଣନୀତି। କାରଣ ଭବିଷ୍ୟତରେ…

ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଟିମ ଇଣ୍ଡିଆ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଇଂଲଣ୍ଡ ମ୍ୟାଚକୁ ଜିତି ସିରିଜରେ ପ୍ରତ୍ୟାବର୍ତନ କରିବା ପାଇଁ ଚାହିଁବ ।…

କାମ ଦେବ କି ଟ୍ରମ୍ପଙ୍କ ଧମକ, ୧୦୦ ଦିନରେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ ?

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଶାସିତ ଛୋଟ ଦେଶମାନଙ୍କରେ ଚିନର ବିସ୍ତାର ଉପରେ ରୋକ ଲଗାଇବାକୁ ଚାହୁଁଛି। ରୁଷ ଉପରେ ୟୁକ୍ରେନର ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛି। ଏହା ସହିତ ଦୁନିଆରେ ଆମେରିକାକୁ ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାକୁ ମଧ୍ୟ ଚାହୁଁଛି । ଏପରିକି କାନାଡାରୁ…

ଗୋବିନ୍ଦଙ୍କ ଶତକ, ଓଡିଶା ୩୨୫ ରନରେ ଅଗ୍ରଣୀ

ଶିଲଂ: ଗୋବିନ୍ଦ ପୋଦ୍ଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ମେଘାଳୟ ବିପକ୍ଷରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩୨୫ ରନର ଅଗ୍ରଣୀ ହାସଲ କରିନେଇଛି । ମେଘାଳୟର ପ୍ରଥମ ଇନିଂସ ସ୍କୋର ୧୯୮ ରନ ଜବାବରେ ଓଡିଶା ୭…

ଗାଁ’ରେ ସୃଷ୍ଟି ହେବ ଆର୍ଥିକ ସ୍ରୋତ, ୨ ବର୍ଷରେ ହେବ ୬୫ ହଜାରରୁ ଅଧିକ ପଦବୀ ପୂରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆର୍ଥିକବର୍ଷ ୨୦୨୫/୨୦୨୬ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକବର୍ଷ ତୁଳନାରେ ବଜେଟ୍ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ସରକାର । ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବା ପାଇଁ ମୋହନ ସରକାର ଆଣିବେ ନୂଆ ଯୋଜନା । ପ୍ରାକ୍ ବଜେଟ ପରାମର୍ଶ ସଭା…

ମଖାନା ଖାଇଲେ ଏନିମିଆ ସମସ୍ୟା ଦୂର ହୁଏ

ଭୁବନେଶ୍ବର: ମଖାନା ବା ପଦ୍ମ ମଞ୍ଜି । ଏହା ଶରୀର ପାଇଁ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ । ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ । - ମଖାନା ବ୍ଲଡସୁଗାରକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀ ନିୟମିତ…