Latest Odisha News

BREAKING NEWS

ଆମେରିକା: ଆଗୁଆ ପ୍ରସବ ଲାଗି ଡାକ୍ତରଖାନାରେ ଭାରତୀୟ ଦମ୍ପତିଙ୍କ ଭିଡ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମଗତ ଅଧିକାର ଶେଷ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ ଏହି ଆଦେଶ ପାଳନ ଲାଗି ୩୦ଦିନ ସମୟ ଦେଇଛନ୍ତି । ଫେବୃଆରୀ ୧୯ରେ ଏହି ସମୟସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ…

‘ନବୀନଙ୍କ ସ୍ବପ୍ନ ପୂରଣ କରିବେ ଯୁବ ପିଢି’

ଭୁବନେଶ୍ବର: ‘ଦଳକୁ ଯୁବ ପିଢି ହିଁ ଆଗେଇ ନେବେ, ନବୀନଙ୍କ ସ୍ବପ୍ନ ପୂରଣ ପାଇଁ ମଙ୍ଗ ଧରିବେ ଯୁବ ବିଜେଡି ନେତା ।’ ଆଜି ନିଜ ଘରେ ଯୁବ ବିଜେଡି ନେତାଙ୍କ ମେଳିକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ପୁଣି ବିଜେଡି, ଯୁବ ନେତାଙ୍କ କାନ୍ଧରେ…

ଆରମ୍ଭ ହେଲା ଆବାସ ସର୍ଭେ, ଜାଣନ୍ତୁ କାହାକୁ ମିଳିବ?

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ  । ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଯେଉଁଥିରେ ଘରେ ବସି ଯୋଗ୍ୟ…

୨୦ ବର୍ଷ ପରେ ଅଲଗା ହେବେ କି ସେହ୍ୱାଗ-ଆରତୀ !

ନୂଆଦିଲ୍ଲୀ: ଭାରତର କେତେଜଣ କ୍ରିକେଟରଙ୍କ ବିବାହ ବିଚ୍ଛେଦ ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ , ମନୀଷ ପାଣ୍ଡେ-ଆଶ୍ରିତାଙ୍କ ପରେ ଏବେ ଏହି ତାଲିକାରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଯୋଡି ହୋଇଛନ୍ତି । ଏହି ଖବର…

ପାକିସ୍ତାନରେ ଏହି ସହର ସହ ରହିଛି ରାମାୟଣର ସଂଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ସହରକୁ ନେଇ ଗୋଟେ ପଦ ତ ଆପଣ ନିଶ୍ଚୟ ଶୁଣିଥିବେ । ‘ଯିଏ ଲାହୋରକୁ ଦେଖି ନାହିଁ, ସେ ଜୀବନ ଦେଖି ନାହିଁ’ । ବାସ୍ତବରେ, ଲାହୋର ଏହାର ଇତିହାସ, ସାଂସ୍କୃତିକ ଏବଂ ସାହିତ୍ୟିକ ଐତିହ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣନ୍ତି କି ଏହି…

ମହଙ୍ଗା ହେଲା ନେଟ୍ ଫ୍ଲିକ୍ସ: ଏଥର ଏତିକିରୁ ଆରମ୍ଭ ହେବ ସବସ୍କ୍ରିପସନ୍..

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସବସ୍କ୍ରିପସନ୍ । ନେଟଫ୍ଲିକ୍ସ ଦେଖିବା ପାଇଁ ଏବେ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ । ସଦ୍ୟତମ ଆୟ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ପ୍ଲାଟଫର୍ମ ସେବାରେ ଉନ୍ନତି ଆଣିବା ପାଇଁ ଏହି ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି…

ଅଷ୍ଟ୍ରେଲିଆ ଓପନ ଟେନିସ: ଅଧାରୁ ଓହରିଲେ ଜୋକୋଭିଚ, ଫାଇନାଲରେ ଜ୍ୟେରେଭ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଫାଇନାଲରେ ପ୍ରବେଶ କରିପାରି ନାହାନ୍ତି । ଜର୍ମାନୀର ଆଲେକଜାଣ୍ଡର ଜ୍ୟେରଭ ବିପକ୍ଷ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଜୋକୋଭିଚ ଅଧାରୁ ଓହରି ଯାଇଥିଲେ । ଜ୍ୟେରେଭ ଏବେ ଫାଇନାଲରେ…

ଅସ୍ତ୍ରଶସ୍ତ୍ର କାରଖାନାରେ ବଡ ବିସ୍ଫୋରଣ: ୮ ମୃତ, ୭ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ବିସ୍ଫୋରଣ । ଆଜି ମହାରାଷ୍ଟ୍ର ଜବାହାର ନଗର ଭଣ୍ଡାରାରେ ଏକ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଏବଂ ୭ଜଣ ଗୁରୁତର ଆହତ ହୋଇଛନ୍ତି…

ଖୋଲୁନି ଠକ ଦମ୍ପତ୍ତିଙ୍କ ରହସ୍ୟ ପେଡି, ପୁଣି ରିମାଣ୍ଡରେ ଆସିବେ ହଂସିତା-ଅନୀଲ

ଭୁବନେଶ୍ଵର: ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ । ପୁଣିଥରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣିବ ପୋଲିସ । ଠକ ହଂସିତା-ଅନୀଲ ଜେରା କରିବ କମିଶନରେଟ ପୋଲିସର…

ନିଦ ହଜାଇଲାଣି ସୁନା ଦର: ୮୨ ଟପିଲା

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି । ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ଦାମ ୮୨ ହଜାର ଟପିଥିବା ବେଳେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ଦର ୭୫ ହଜାର ଡେଇଁଛି। ଅର୍ନ୍ତଜାତୀୟ…