Latest Odisha News

BREAKING NEWS

ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ କଂଗ୍ରେସ ବିଧାୟିକା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କୋଚି: ରବିବାର ସନ୍ଧ୍ୟାରେ କେରଳର କଲୁରର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଥ୍ରିକ୍କାକରା ବିଧାୟିକା ଉମା ଥାମାସ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିଯିବା କାରଣରୁ ତାଙ୍କ ମୁଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଛି। ସେ ସହରର ଏକ ଘରୋଇ…

ସଫଳତାର ସହ ସାର୍ଟିଫିକେସନ୍ ପରୀକ୍ଷାରେ ଅବତରଣ କଲା ପ୍ରଥମ ବାଣିଜ୍ୟିକ ବିମାନ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ବାଣିଜ୍ୟିକ ବିମାନ ସଫଳତାର ସହ ଅବତରଣ କରିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ବାଣିଜ୍ୟିକ ବିମାନ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ କରିଥିବା ଇଣ୍ଡିଗୋ ଏ୩୨୦ ସିଧାସଳଖ ନଭି ମୁମ୍ବାଇ ଅନ୍ତର୍ଜାତୀୟ…

ମହାକୁମ୍ଭରେ ଯୋଗ ଦେବାକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳାରେ ଯୋଗେ ଦେବେ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପଦାଧିକାରୀ। ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଏଥିପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ, ଆଜି ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ

ଶ୍ରୀହରିକୋଟା: ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତିଶ ଧବନ ସ୍ପେସ୍ ସେଣ୍ଟରରୁ ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ…

ବେକାର ପଡିଥିବା ଟୁଥ୍‌ବ୍ରଶ୍‌ର ପୁନଃ ବ୍ୟବହାର

ଭୁବନେଶ୍ବର:  ଆମେମାନେ ଯେଉଁ ଟୁଥ୍‌ବ୍ରଶ୍ ନିତିଦିନ ବ୍ୟବହାର କରୁ ତାହା ପୁରୁଣା ହେଇଗଲେ ଡଷ୍ଟବିନ୍‌ରେ ଫୋପିଡି ଦେଇଥାଉ । କେବେ ଭାବିଛନ୍ତ କିି ଏହି ପୁରୁଣା ବେକାର ଟୁଥ୍‌ବ୍ରଶ୍‌କୁ ପୁନଃ ବ୍ୟବହାର ଯୋଗ୍ୟ କରି ପାରିବେ ? ହଁ ଆଜ୍ଞା ଏହି ବେକାର ଟୁଥ୍‌ବ୍ରଶ୍‌କୁ ଆପଣ ବିଭିନ୍ନ କାମରେ…

ଘରେ ବନାନ୍ତୁ ଶୁଦ୍ଧ ‘ସମ୍ବର ମସଲା’

ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ 'ସମ୍ବର ମସଲା'। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର .. ସାମଗ୍ରୀ- ୩୦ ଭୃସଙ୍ଗ ପତ୍ର ୪ ଚାମଚ ଗୋଟା ଧନିଆ ୧…

ପୋଲିସର ବର୍ବରତା: ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ, ପାଣି ମାଡ

ପାଟନା: ପୋଲିସର ବର୍ବରତା। ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ ଓ ପାଣି ମାଡ଼ କଲା ପୋଲିସ। ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଉପରେ ପୋଲିସ୍‌ର ବର୍ବରତା ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ)…

ନୂଆବର୍ଷ ପରେ ଫେରିବ ଶୀତ, ୬ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସୋମବାର ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ।  ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।  ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ,…

୩୧ ଓ ୧ ରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ। ନୂଆବର୍ଷକୁ ଆଖିଆଗରେ ରଖି ଏପରି କରାଯାଇଛି। ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଟିମ୍ । ମୁଖ୍ୟମନ୍ତ୍ରୀ ରବିବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି…