ଓଠର କଳା ଦାଗ ଏପରି ଦୂର କରନ୍ତୁ..
ଭୁବନେଶ୍ବର: ରାସାୟନିକ ପଦାର୍ଥ ମିଶିଥିବା ଲିପ୍ଷ୍ଟିକ୍ ବ୍ୟବହାର କରିବା ଦ୍ବାରା ଓଠରେ କଳା ଦାଗ ହୋଇଥାଏ । ଏଥିସହ ଅନେକ କାରଣ ରହିଛି ଓଠ କଳା ପଡିବାର । ତେବ ଓଠର ଏହି ଦାଗକୁ ଦୂର କରିବାପାଇଁ କିଛି ଘରୋଇ ଉପାୟ ରହିଛି..
-ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାନ୍ତୁ ଓ…