ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍, ଫାଟିପାରେ ଆପଣଙ୍କ ମୋବାଇଲ
ଭୁବନେଶ୍ଵର: କିଛି ଦିନ ପୂର୍ବରୁ ହିମାଚଳ ପ୍ରଦେଶରେ ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟରେ ଏହା ପ୍ରଥମ ଘଟଣା ଥିଲା। ଯଦିଓ ମୋବାଇଲ୍ ଫୋନ୍ ଆଜିକାଲି ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି, ତଥାପି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ବେଳେବେଳେ…