Latest Odisha News

BREAKING NEWS

ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହେଲା ‘ଡ୍ରେସ୍ କୋର୍ଡ’, ଏସବୁ ପୋଷାକ ପିନ୍ଧିଲେ ମିଳିବନି ଏଣ୍ଟ୍ରି

ମଥୁରା: ମଥୁରା-ବୃନ୍ଦାବନ ସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍ କୋର୍ଡ'। ନିୟମ ନ ମାନିଲେ ମିଳିବନି ଏଣ୍ଟ୍ରି। ସୂଚନାନୁସାରେ, ନୂଆବର୍ଷରେ ବହୁ ସଂଖ୍ୟାରେ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବାଙ୍କେ…

ଆଉ ନାହାନ୍ତି ବରିଷ୍ଠ ନେତା ବିଜୟ ମହାନ୍ତି

ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ସକାଳୁ ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ତେବେ ବିଜୟ ମହାନ୍ତି ଆଜି ସକାଳୁ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କ ସଂପର୍କୀୟ…

୨୦୨୫ ରେ ଲାଗିବ ୨ଟି ପରାଗ; ଜାଣନ୍ତୁ ଏହା କେବେ ଏବଂ ଏହାର ସମୟ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି । ତେଣୁ ଲୋକମାନେ ଆଗାମୀ ବର୍ଷରେ କଣ…

ଗିରଫ ୱାରେଣ୍ଟ ପରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପା

ନୂଆଦିଲ୍ଲୀ: ପିଏଫ୍ ଠକେଇ ମାମଲାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କୁ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଯାହାପରେ ସେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଶେୟାର କରି ରବିନ୍ ଉଥାପ୍ପା କହିଛନ୍ତି ଯେ, ମୁଁ…

ବିଶ୍ବର ଏହି ସ୍ଥାନମାନଙ୍କରେ ନିଆରା ଢଙ୍ଗରେ ପାଳନ ହୁଏ ଖ୍ରୀଷ୍ଟମାସ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ହେଉଛି ଏକ ପର୍ବ ଯାହା ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନେ ବହୁତ ଉତ୍ସାହ ସହ ଧୁମଧାମ୍ ରେ ସହିତ ପାଳନ କରିଥାନ୍ତି | ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର | ବିଶ୍ୱାସ କରାଯାଏ ଯେ ଯୀଶୁ ଖ୍ରୀଷ୍ଟ ୨୫ଡିସେମ୍ବରରେ ଜନ୍ମ ହୋଇଥିଲେ,…

୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟ : ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟର ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ୪୧ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ ୧୧୭ ରନ କରିଥିଲା । ତ୍ରିଷା ୪୭ ବଲରେ ୫ ଚୌକା…

କେବେ ଓଟିଟିରେ ରିଲିଜ ହେବ ଏହି ମୋଷ୍ଟ ହରର୍ କମେଡି ଫିଲ୍ମ

ମୁମ୍ବାଇ: ନିକଟରେ ବଲିଉଡରେ ଏକ ହରର୍ କମେଡି ଫିଲ୍ମ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ତେବେ ଏହି ଚଳଚ୍ଚିତ୍ରକୁ ଅନେକ ଲୋକ ଥିଏଟରରେ ଦେଖିପାରିନଥିଲେ । ସେହି ଲୋକମାନେ ଏବେ କେବେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ସେନେଇ ଅପେକ୍ଷା କରି ବସିଛନ୍ତି ।…

ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା…

ଭୁଶୁଡ଼ିଲା ତିନିତାଲା କୋଠା, ଚାଲିଗଲା ୨ଜଣଙ୍କ ଜୀବନ

ଚଣ୍ଡିଗଡ: ବଡ ଧରଣର ଦୁର୍ଘଟଣା । ଭୁଶୁଡିଲା ୩ମହଲା କୋଠା । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେମାନଙ୍କୁ ମଧ୍ୟ ସାମିଲ…

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ…