Latest Odisha News

BREAKING NEWS

୩ ମହାନଗର ନିଗମରେ ବିଜେଡ଼ି ଆଗରେ

ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର…

ପୌର ଫଇସଲା : ଚାଲିଛି କର୍ପୋରେଟର ଓ କାଉନସିଲର ଭୋଟ୍ ଗଣତି

ଭୁବନେଶ୍ୱର : ଚାଲିଛି ଭୋଟ୍ ଗଣତି । ସକାଳ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । କାଉନସିଲର ଓ କର୍ପୋରେଟର ଆସନରେ ମଧ୍ୟ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନ ସୂଚନା ଅନୁଯାୟୀ, କର୍ପୋରେଟରରେ ବିଜେଡି ୧୦୦୯, ବିଜେପି ୨୩୯, କଂଗ୍ରେସ ୧୦୭, ସ୍ୱାଧୀନ…

ପୌର ନିର୍ବାଚନ ଫଳାଫଳ : ସୋନପୁରରେ ବିଜେଡିର ବାଜିମାତ୍

ସୋନପୁର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ବିଜେଡି ସବୁ ସ୍ଥାନରେ ଆଗରେ ରହିଛି । ସୋନପୁରରେ ବିଭିନ୍ନ ୱାର୍ଡରେ ବିଜେଡି ବାଜିମାତ୍ କରିଛି ।ସୋନପୁରର ୧୨ ନମ୍ବର ୱାର୍ଡରେ ବିଜେଡି ୧୧ଟି ଆସନ ହାତେଇଛି ।ସେହିପରି ବିଜେପି ଏପର୍ଯ୍ୟନ୍ତ…

ପୌର ଭୋଟ ଗଣତି: ଧର୍ମଗଡ଼ରେ ବିଜେପିର ବାଜିମାତ୍

ଭୁବନେଶ୍ୱର : ସାରା ରାଜ୍ୟରେ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର NACରେ ଆଜି ଗଣତି ହେଉନାହିଁ । ଗତକାଲି ଭୁବନେଶ୍ୱର ବିଜେପି କଲେଜ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ଗଣ୍ଡଗୋଳ ଯୋଗୁଁ ସେଠାରେ ମଧ୍ୟ ଗଣତି ବିଳମ୍ବ ହୋଇଛି ।…

ସିଏମସି ମେୟର ନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆଗରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି-କଂଗ୍ରେସ ଭିତେ କଡ଼ା ମୁକାବିଲା । ପ୍ରଥମ ରାଉଣ୍ଡରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ । ଦ୍ଵିତୀୟ ରାଉଣ୍ଡରେ ତାଙ୍କୁ ଟପିଛନ୍ତି କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ସାହୁ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଗଣତିରେ ଆଗରେ ଅଛନ୍ତି…

ପୌର ଭୋଟ ଗଣତି: ବହୁ ଆସନରେ ବିଜେଡ଼ି ଆଗରେ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି  ଆଗୁଆ ଅଛି । କେଉଁ ଆସନରେ କିଏ ଆଗୁଆ ଅଛି :  ଅନୁଗୁଳ- ପୌରାଧ୍ୟକ୍ଷ:- ଅନୁଗୁଳ…

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

ସିଏମି ମେୟର ନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ବଜେଡି ପ୍ରାର୍ଥୀ ସୁବାସ ସିଂ

କଟକ: କିଏ ହାତେଇବ କଟକ ମହାନଗର ନିଗମ ମେୟର ପଦ ? ଭୋଟ୍ ଗଣତି ସହ ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢୁଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୧୬୦ ଖଣ୍ଡ ଭୋଟ୍…

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…

ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଶ୍ରମିକ ସଂଗଠନ ଦେଇଥିବା ଧର୍ମଘଟ ଡାକରାରେ ସାମିଲ ହେବେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ…