Latest Odisha News

BREAKING NEWS

ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା: କହିଲେ, “‘ଏମରଜେନ୍ସି’ ଆପଣଙ୍କୁ ପସନ୍ଦ ଆସିବ”

ମୁମ୍ବାଇ: କଂଗ୍ରେସ ସାଂସଦଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଖୁବଶୀଘ୍ର ସିନେମା ହଲକୁ ଆସୁଛି କଙ୍ଗନାଙ୍କ ସିନେମା ‘ଏମରଜେନ୍ସି’ । ଯାହା ପ୍ରିୟଙ୍କାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟର ଏକ…

ଆସାମ କୋଇଲା ଖଣି ଅଘଟଣ: ୩ ଜଣଙ୍କ ମୃତଦେହ ଉଦ୍ଧାର, ଏତଲା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦିଶପୁର: ଜାନୁଆରୀ ୬ ତାରିଖରେ ଆସାମର ଉମରଙ୍ଗସୋରେ ଥିବା ୩୦୦ ଫୁଟ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଖଣି କର୍ମଚାରୀ ଫସିରହିଥିବା ଘଟଣାରେ ଆଜି ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନଡିଆରଏଫ ଓ ଏସଡିଆରଏଫ…

ଫିଲ୍ମ ‘ସ୍କାଏ ଫୋର୍ସ’ର ଗୀତରେ ଗୀତିକାରଙ୍କୁ ମିଳିଲାନି ଶ୍ରେୟ, ନିର୍ମାତାଙ୍କୁ ମିଳିଲା ଧମକ

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ସ୍କାଏ ଫୋର୍ସ ପାଇଁ ଆଜିକାଲି ହେଡଲାଇନର ଶୀର୍ଷରେ ଅଛନ୍ତି। ଏହି ଚଳଚ୍ଚିତ୍ର ୨୪ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଏହାକୁ ବହୁତ ପସନ୍ଦ କରାଯାଉଛି। ଅନ୍ୟପଟେ ଫିଲ୍ମକୁ…

‘ନୂଆ ସରକାରରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା’, ଘେରିଲା ବିଜେଡି

ଭୁବନେଶ୍ବର: ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ପୂରା ବିଶ୍ବର ନଜର ଭୁବନେଶ୍ବର ଉପରେ ରହିଛି । ଦେଶବିଦେଶରୁ ପ୍ରବାସୀ ଭାରତୀୟଙ୍କ ଡେରାପଡିଛି ଭୁବନେଶ୍ବରରେ । ହେଲେ ଏଭଳି ସ୍ଥିତିରେ ଆଜି ସକାଳୁ ସକାଳୁ ରାଜଧାନୀ ରାଜରାସ୍ତାରେ, ତାହା ପୁଣି ଏକ ସେଣ୍ଟ୍ରାଲ ପଏଣ୍ଟ ଯାହା ସବୁ ବେଳେ…

୮ ବର୍ଷ ପୁରୁଣା ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ୍ ବନ୍ଦ କରିବ ମେଟା, ଏହାର କାରଣ ମସ୍କ ନୁହଁନ୍ତି ତ?

ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମେଟା ଏହାର ବ୍ଲଗ୍ ପୋଷ୍ଟରେ କହିଛି ଯେ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ ବନ୍ଦ କରୁଛି ଏବଂ ଏହାକୁ କମ୍ୟୁନିଟି ନୋଟ୍ସ ସିଷ୍ଟମ ସହିତ…

ଅଷ୍ଟ୍ରେଲିଆରେ ସାମୁଦ୍ରିକ ବିମାନ ଦୁର୍ଘଟଣା ଗ୍ରସ୍ତ; ୩ ଗୁରୁତର, ୩ ନିଖୋଜ

କାନବେରା: ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ…

୩ ଦିନ ଯାଏଁ ଏହି ସବୁ ଜିଲ୍ଲାରେ କୁହୁଡି, ଜାରି ହେଲା ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରି ଟିକେ କମିଛି । କିଛି କିଛି ସ୍ଥାନରେ କୁହୁଡି ଦେଖାଦେବା ବେଳେ ଶୀତ ପ୍ରାୟ କମ୍ ଅନୂଭୂତ ହେଉଛି । ଏଥିପାଇଁ ଆଗାମୀ ୩ ଦିନ ଯାଏଁ ୫ ଜିଲ୍ଲାକୁ କୁହୁଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ…

ମାର୍କେଟକୁ ଆସିଲା ‘ଟେଷ୍ଟି ଏଆଇ ଚାମଚ୍’, ଟେକ୍ନୋଲୋଜି ଦେଖି ଗ୍ରାହକ ଆଶ୍ଚର୍ଯ୍ୟ

ସିଇଏସ ୨୦୨୫ (CES 2025) ରେ, ଟେକ୍ କମ୍ପାନୀଗୁଡିକ ଏପରି ଅନେକ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ଉତ୍ପାଦ ଦେଖାଇଛନ୍ତି ଯାହା ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଶୋ’ରେ ପ୍ରଦର୍ଶିତ ଇଲେକ୍ଟ୍ରିକ୍ ଚାମଚଠାରୁ ଆରମ୍ଭ କରି ସ୍ୱୟଂ ଚାଳିତ ରୋବଟ୍ ପର୍ଯ୍ୟନ୍ତ ସବୁ ସ୍ଥାନରେ…

ଏହି ୱେବସାଇଟରେ ରହିଛି ସମସ୍ତ ସରକାରୀ ଯୋଜନାର ବିବରଣୀ , ଆବେଦନ ଠାରୁ ଲାଭ ପର୍ଯ୍ୟନ୍ତ ପ୍ରତ୍ୟେକ ସୂଚନା ମିଳିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତ ସରକାର ସାଧାରଣ ନାଗରିକଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଉପକୃତ ହେବା। କିନ୍ତୁ ଏହି ଯୋଜନାଗୁଡିକ ବିଷୟରେ ସୂଚନା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ନଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ୱେବସାଇଟ୍…

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ…