ମାନବ ମସ୍ତିଷ୍କରେ ରହିଛି କି ବ୍ଲାକ ବକ୍ସ?
ନୂଆଦିଲ୍ଲୀ: ଆମର ମସ୍ତିଷ୍କ ଏକ ମେମୋରୀ ଚିପ ପରି। ଯେଉଁଥିରେ ଅସୀମିତ ତଥ୍ୟ ସଞ୍ଚୟ ହୋଇପାରିବ। ଯାହା ଆଜୀବନ ସ୍ମୃତି ହୋଇ ରହିଥାଏ।
ବୈଜ୍ଞାନିକମାନେ ଧୀରେ ଧୀରେ ମସ୍ତିଷ୍କର ଏହି ବ୍ଲାକ ବକ୍ସ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା ମାନବ ମସ୍ତିଷ୍କରେ ଥିବା ଏହି ବ୍ଲାକ ବକ୍ସ…