Latest Odisha News

BREAKING NEWS

କାହିଁକି ପୁଷ୍ପାରାଜଙ୍କୁ ବାନ୍ଧିଲା ପୋଲିସ୍?

ହାଇଦ୍ରାବାଦ୍: ସକାଳୁ ସକାଳୁ ଅଲ୍ଲୁଙ୍କ ଘରେ ପହଞ୍ଚିଲା ହାଇଦ୍ରାବାଦ୍ ପୋଲିସ୍ । ଚାହା ପିଇବାରୁ ସିଧା ଉଠାଇଆଣିଲେ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓରଫ ଫ୍ୟାନ୍ସଙ୍କ ପ୍ରିୟ ପୁଷ୍ପାରାଜଙ୍କୁ ଆଜି ହାଇଦ୍ରାବାଦ୍ ପୋଲିସ୍ ବାନ୍ଧିଛି । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରାହାନେଙ୍କ ବିସ୍ଫୋରକ ବ୍ୟାଟିଂ, ଫାଇନାଲରେ ମୁମ୍ବାଇ

ମୁମ୍ବାଇ: ଅଜିଙ୍କ୍ୟ ରାହାନେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ ଟ୍ରଫିର ଫାଇନାଲରେ ମୁମ୍ବାଇ ପ୍ରବେଶ କରିଛି । ବରୋଦାକୁ ୬ ୱିକେଟରେ ହରାଇ ମୁମ୍ବାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୨୦୨୨ରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଅପରପକ୍ଷରେ ଷଷ୍ଠ ଥର ପାଇଁ…

ହିମାଳୟର ଶୀର୍ଷରେ ଭାରତୀୟ ସେନାର ସାହସିକତା,ବଞ୍ଚାଇଲେ ଭାଲୁ ଛୁଆ ଜୀବନ

ନୂଆଦିଲ୍ଲୀ: ଆମ ଭାରତୀୟ ସେନା କେବଳ ସୀମା ରକ୍ଷା କରେ ନାହିଁ ବରଂ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିଥାଏ। ସେନା ଅନେକ କଷ୍ଟଦାୟକ ଉଦ୍ଧାର କାର୍ଯ୍ୟ କରିଥାଏ | ଭାରତୀୟ ସେନାର ଏପରି ଏକ ଉଦ୍ଧାର କାର୍ଯ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଭାରତୀୟ ସୈନିକମାନେ ତୁଷାରପାତ…

ବାୟୁ ପ୍ରଦୂଷଣ ନେଲାଣି ୭୩ ଲକ୍ଷ ଜୀବନ

ନୂଆଦିଲ୍ଲୀ: ଭାରତ ଏକ ସବ୍-ଟ୍ରପିକାଲ୍ ଦେଶ । ଯାହାର ଉତ୍ତର ଭାଗରେ ସାଧରଣତଃ ନଭେମ୍ବରରୁ ଜାନୁଆରୀ ମାସ ଥଣ୍ଡା ଅନୁଭୂତ  ହୋଇଥାଏ । କେଉଁଠାରେ ଅଧିକ ଆଉ କେଉଁଠାରେ କମ୍ । ଆଉ ଥଣ୍ଡା ଆସିଲେ ସାଙ୍ଗରେ ବାୟୁ ପ୍ରଦୂଷଣ ନେଇକି ଆସେ । ସାଧରଣତଃ ବର୍ଷର ଏହି ସମୟରେ ଘନ କୁହୁଡି ସାଙ୍ଗକୁ ବାୟୁ…

ଏହି ଶୀତରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଦହି କାଞ୍ଜି

ଭୁବନେଶ୍ଵର: ଓଡ଼ିଆମାନଙ୍କର ପାରମ୍ପାରିକ ଖାଦ୍ୟ ମଧ୍ୟରେ ଦହି କାଞ୍ଜି ବେଶ୍‌ ଜଣାଶୁଣା। ଶୀତ ଦିନେ ଗରମ ଗରମ ଦହି କାଞ୍ଜି ଖାଇବାକୁ ଯେତିକି ଭଲ ଲାଗେ, ତାହା ସ୍ୱାସ୍ଥ୍ୟ ପାଇଁ ବି ବେଶ୍‌ ଲାଭଦାୟକ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଦହି କାଞ୍ଜି। ଆବଶ୍ୟକୀୟ ସାମଗ୍ରୀ କଖାରୁ,…

ମୁହଁ ଖୋଲିଲେ ବିନୋଦ କାମ୍ବଲୀ, ସବୁ ପାଇଁ ପ୍ରସ୍ତୁତ

ମୁମ୍ବାଇ: ନିକଟରେ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସ୍ପଷ୍ଟ ଅନୁମାନ କରି ହେଉଥିଲା । ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଦେଖି କାମ୍ବଲୀ ଭାବପ୍ରବଣ ହୋଇ ପଡିଥିଲେ । ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ…

ଦ୍ବାଦଶ ଜ୍ୟୋତିର୍ଲିଙ୍ଗ: ଆସନ୍ତୁ ଜାଣିବା ମହାରାଷ୍ଟ୍ରରେ ଅବସ୍ଥିତ ୩ ଜ୍ୟୋତିର୍ଲିଙ୍ଗଙ୍କ ସମ୍ବନ୍ଧରେ..

ନୂଆଦିଲ୍ଲୀ: ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେଶରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଯଦି ଆପଣ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରନ୍ତୁ | ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଜ୍ୟୋତିର୍ଲିଙ୍ଗ ଅଛନ୍ତି ।…

ଅଜବ ଗଜବ ଗାଁ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏମିତି ବହୁତ ଗାଁ ଅଛନ୍ତି ଯାହା ନିଜ ଅଜବ ଗଜବ କାରଣ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । କେହି ନିଜ ସୁନ୍ଦରତା ପାଇଁ ତ କେହି ସଫା ସୁତୁରା ପାଇଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ, ସେହି ଗାଁଟି ସୁନ୍ଦର ହେବା ସହ ଅଜବ ଗଜବ କାରଣ…

ଗିରଫ ହେଲେ ପୁଷ୍ପାରାଜ୍, ଫ୍ୟାନ୍ସଙ୍କ ଭଲପାଇବା ହେଲା କାଳ..

ମୁମ୍ବାଇ: ଗିରଫ ହେଲେ ପୁଷ୍ପାରାଜ୍ ଓରଫ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀମାନେ ଆଜି ଜୁବିଲି…

ଏଣିକି ଗୋଟିଏ ସ୍ମାର୍ଟଫୋନ୍‌ରୁ ଅନ୍ୟ ଫୋନ୍ କରିହେବ ଚାର୍ଜ! ଆବଶ୍ୟକ ନାହିଁ ଚାର୍ଜର କିମ୍ବା ପାୱାର ବ୍ୟାଙ୍କ

ଅନେକ ଥର ଆମେ ସ୍ମାର୍ଟଫୋନ୍ ସହିତ ସାଙ୍ଗରେ ଚାର୍ଜର ନେବାକୁ ଭୁଲିଯାଉ। ଏଭଳି ପରିସ୍ଥିତିରେ ଫୋନ୍ କିପରି ଚାର୍ଜ କରାଯିବ ତାହା ବୁଝିପାରୁ ନାହୁଁ। କିନ୍ତୁ ଏବେ ଏହି ବିଷୟରେ ଏତେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏଠାରେ ଆମେ ଆପଣଙ୍କୁ ଏକ କୌଶଳ ବିଷୟରେ କହିବୁ ଯାହା କୌଣସି ଚାର୍ଜର…