Latest Odisha News

BREAKING NEWS

Genguti River: ୫୦ ଫୁଟ୍ ଧସିଲା ଗେଙ୍ଗୁଟି ନଦୀବନ୍ଧ; କାର୍ଯ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ

ଧାମନଗର:ଗତ ୪ ଦିନର ଲଦିନର ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦେଖାଯାଇଛି । ଏପଟେ ଆଜି ଭଦ୍ରକ ଜିଲ୍ଲା ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଞ୍ଚାୟତର ରାମେଶ୍ଵରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ ଧସିଯାଇଛି।ବନ୍ଧରେ ପ୍ରାୟ ୫୦…

ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l…

ରାୟଗଡ଼ା ଭିଡ଼ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୪ ଛୁଇଁଲା ଗିରଫ ସଂଖ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ ସହ ଅନ୍ୟ ଯୁବକ ରାଜେଶ ଉଲ୍ଲକାକୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି । ଏହାକୁ ମିଶାଇ ଏହି ଘଟଣାରେ…

ମଣିପୁରରେ ଉଗ୍ରବାଦୀ ବିରୋଧୀ ଅଭିଯାନ ଜାରି: ୨୪ ଘଣ୍ଟାରେ ୧୦ ଗିରଫ; ଅସ୍ତ୍ରଶସ୍ତ୍ର, ଗଞ୍ଜେଇ ଜବତ

ନୂଆଦିଲ୍ଲୀ:ମଣିପୁରରେ ବିଦ୍ରୋହ ଏବଂ ନିଶା କାରବାର ବିରୋଧରେ ଏକ ବଡ଼ ଅଭିଯାନରେ, ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ ସହିତ ଜଡିତ ୬ ଜଣ ଉଗ୍ରବାଦୀ ଏବଂ ୪ ଜଣ ନିଶା ଚୋରାଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗିରଫ…

ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସଞ୍ଜୁ ବିଦା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ସୋମବାର ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରାଯାଇଛି । ୧୫ ଜଣିଆ ଦଳରୁ ଟି୨୦ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ସଞ୍ଜୁ ସାମସନ ବାଦ ପଡିଛନ୍ତି । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ସ୍ଥାନ ବଜାୟ…

ଦିନିକିଆ ବିଶ୍ୱକପ ପୂର୍ବରୁ ଖେଳାଯିବ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ୨୦୨୭ ଦିିନିକିଆ ବିଶ୍ୱକପ ପୂର୍ବରୁ ଆଇସିସି ୫୦ ଓଭର ଫର୍ମାଟରେ ପୂନର୍ବାର ଏସିଆ କପକୁ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏସିଆନ କ୍ରିକେଟ କାଉନ୍ସିଲ ପକ୍ଷରୁ ଏ ନେଇ ଅବଶ୍ୟ କୌଣସି ବୟାନ ଜାରୀ କରାଯାଇ ନାିଁ ।…

ଲଗାଣ ବର୍ଷାରେ ବେହାଲ ସମ୍ବଲପୁର; ୯ରେ ଖୋଲିବ ହୀରାକୁଦ ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଜଳଭଣ୍ଡାରର ଜଳସ୍ତର । ଏହାରି ଭିତରେ ହୀରାକୁଦରୁ ଡ୍ୟାମ୍‌ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ଅତିରିକ୍ତ…

Cyber security:ସ୍ମାର୍ଟ କାରଗୁଡ଼ିକ ଆଉ ହୋଇପାରିବ ନାହିଁ ହ୍ୟାକ୍; ସରକାର ଆଣୁଛନ୍ତି ନୂତନ ନିୟମ

ନୂଆଦିଲ୍ଲୀ: ଭାରତରେ କାରଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ହେବାରେ ଲାଗିଛି। ନୂତନ ଯାନଗୁଡ଼ିକ ଇଣ୍ଟରନେଟ୍ ସଂଯୋଗ, ଉନ୍ନତ ଡ୍ରାଇଭିଂ କ୍ଷମତା ଏବଂ ସଫ୍ଟୱେର୍-ଚାଳିତ କାର୍ଯ୍ୟକ୍ଷମତା ଭଳି ବୈଶିଷ୍ଟ୍ୟ ପ୍ରଦାନ କରେ। କିନ୍ତୁ କାରଗୁଡ଼ିକ ଯେତିକି ସ୍ମାର୍ଟ ହେଉଛି ସାଇବର ଆଟାକ୍ ର ବିପଦ…

OPEC+ ନେଲା ବଡ଼ ନିଷ୍ପତ୍ତି!ଅଗଷ୍ଟରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ପାଇବ;ଜାଣନ୍ତୁ ଭାରତ ପାଇଁ କାହିଁକି…

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକର ସଂଗଠନ OPEC+, ବିଶ୍ୱ ତୈଳ ବଜାରକୁ ସ୍ଥିର ବଜାୟ ରଖିବା ପାଇଁ ଅଗଷ୍ଟ ୨୦୨୬ରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। । ଜୁଲାଇ ୫ ରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ ବୈଠକରେ, ସାଉଦି ଆରବ, ରୁଷ, ଇରାକ,…

ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁ ରେଡକାର୍ଡ ମିଳିବା ସତ୍ୱେ ବାଲୋଗନଙ୍କୁ ଖେଳିବା ପାଇଁ ମିଳିଲା କି ଅନୁମତି !

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ରୋମାଂଚ ଏବେ ଚରମ ସୀମାରେ ରହିଛି । ଏହା ମଧ୍ୟରେ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଫା ବିଶ୍ୱକପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ରାଉଣ୍ଡ ଅଫ ୩୨ରେ ଆମେରିକାର…