Latest Odisha News

BREAKING NEWS

କାହିଁକି ଭୁଲ ରାସ୍ତା ଦେଖାଏ ଗୁଗୁଲ ମ୍ୟାପ୍, ଜାଣନ୍ତୁ କାରଣ…

ଭୁବନେଶ୍ଵର: ଭାରତରେ ଗୁଗୁଲମ୍ୟାପ୍ ଆସିବା ପରେ ଲୋକଙ୍କୁ କୌଣସି ଜାଗାକୁ ଯିବାପାଇଁ ଆଉ ସେତେଟା ଅସୁବିଧା ହେଉନାହିଁ । ମୋବାଇଲରେ ଯେଉଁ ସ୍ଥାନକୁ ଯିବେ ତାର ନାଁ ଓ ଲୋକେସନ୍ ଦେଇଦେଲେ ଗୁଗୁଲମ୍ୟାପ୍ ଆପଣଙ୍କୁ ବାଟ କଢେଇନେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଲୋକଙ୍କ ପାଇଁ ଅନ୍ଧର ଲଉଡ଼ି…

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ

ନୂଆଦିଲ୍ଲୀ:  ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। ଯଦି ଆପଣ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ମନରେ…

ରାଜ୍ୟରେ ଆଜିଠୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ବଢିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ଆଜିଠାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁର…

ବାଂଲାଦେଶୀ ଆତଙ୍କବାଦୀକୁ ୭ବର୍ଷ କାରାଦଣ୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ…

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ସାଇବର ଠକେଇର ନୂଆ ପଦ୍ଧତି ଇ-ପ୍ୟାନ କାର୍ଡ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଆୟକର ବିଭାଗ ଦ୍ଵାରା ଜାରି ହୋଇଥିବା ଏହି ଡକ୍ୟୁମେଣ୍ଟ ଅର୍ଥ ସହିତ ଜଡିତ ପ୍ରାୟ ସମସ୍ତ ଯୋଜନାରେ ବ୍ୟବହୃତ ହୁଏ । ସେଥିପାଇଁ ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଇ-ପ୍ୟାନ…

ରାତି ପାହିଲେ ବଦଳିବ କ୍ୟାଲେଣ୍ଡରର ପୃଷ୍ଠା: ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ବିଦାୟ ୨୦୨୪। ସ୍ୱାଗତ ୨୦୨୫। ରାତି ପାହିଲେ ନୂଆବର୍ଷ। ନୂଆ ତାରିକାରେ ନୂଆ ଢ଼ଙ୍ଗରେ ନୂଆ ଶୈଳୀରେ ନୂତନ ବର୍ଷକୁ ଆପଣେଇବାକୁ ପ୍ରସ୍ତୁତ ହେଉଛନ୍ତି ଲୋକ। କିଏ ପରିବାର ସହ ପିକନିକ୍ ଯାଉଛି ତ କିଏ ସାଙ୍ଗସାଥୀ ସହ ବଣଭୋଜି ପାଇଁ ବାହାରି ସାରିଛନ୍ତି । ସେହିପରି କିଏ କ୍ଲବ ଓ ପବ୍…

ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡାରୁ ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଓଡ଼ିଶା ବିମାନ ଯୋଗାଯୋଗ ସେବା ସହ ଯୋଡ଼ି ହେବାକୁ ଯାଉଛି ଆହୁରି ନୂଆ ସହର । ଜାନୁଆରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେଉଥିବାବେଳେ, ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।…

ଯୋଗ୍ୟ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯୋଗ୍ୟ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବାକୁ ବୀମା କମ୍ପାନୀ ଗୁଡିକ ସହ ପରାମର୍ଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ । ଏହା ସହ ଏଥିରେ କୌଣସି…

ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ ଜବତ କଲା ଯୋଗାଣ ବିଭାଗ

ଉଦଳା: ଯୋଗାଣ ବିଭାଗର ଅଚାନକ ଚଢାଉ। ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଜାଣି ଅଚାନକ ଚଢ଼ଉ କରିଛି ଯୋଗାଣ ବିଭାଗ। ଚଢାଉ କରିବ ସହ ଗଚ୍ଛିତ ଧାନକୁ ସିଲ୍‌ ମଧ୍ୟ କରିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ। ଏହି ଧାନ ପଶ୍ଚିମବଙ୍ଗ ଚାଲାଣ ପାଇଁ ରଖାଯାଇଥିବା…