ହେମନ୍ତ ସୋରେନ୍ଙ୍କୁ ଝଟ୍କା, ମଳିଲାନି ଅନ୍ତରୀଣ ଜାମିନ୍
ନୂଆଦିଲ୍ଲୀ: ପୁଣି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା । ବୁଧବାର ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ଆବେଦନକୁ ଅନୁମୋଦନ କରିବୁ ନାହିଁ । କୋର୍ଟ ଏହି…