Latest Odisha News

BREAKING NEWS

ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଅଭିଯୋଗ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ…

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକା। ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡମ୍ବୁରୁଧର ଉଲ୍ଲାକାଙ୍କ ବିୟୋଗରେ ଓଡ଼ିଶା…

ଦ୍ବିତୀୟ ପର୍ଯ୍ୟାୟରେ ତତଲା ପାଗ, ପୁଣି ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ କରାଯିବ। ସେତେବେଳେ ରାଜ୍ୟରେ ତତଲା ପାଗ ରହିବ। ଗ୍ରୀଷ୍ମ ପ୍ରବାହ ବଢିବ। ଏହି ସ୍ଥାନରେ ତାପମାତ୍ରା ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ୪୦ ଡିଗ୍ରୀ ଉପରେ ତାପମାତ୍ରା…

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାରଜାନ୍ ମାଜିଦ୍

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ 'ମାନବ ଚାଲାଣକାରୀ' ବାର୍‌ଜାନ୍‌ ମାଜିଦ୍‌ । ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍‌ ମାଜିଦ୍‌ । ଇରାକର କୁର୍ଦ୍ଦିସ୍ତାନରୁ ବାରଜାନ୍‌ ମାଜିଦକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି ।…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ନଡ୍ଡା ଓ ଶାହ; ସମ୍ବଲପୁରରେ ନବୀନଙ୍କ ବିଶାଳ ସଭା

ଭୁବନେଶ୍ୱର: ଜାତୀୟ ରଜନୀତିର ତିନି ବଡ଼ ଚେହେରା ଆଜି ଓଡ଼ିଶା ଆସୁଛନ୍ତି। ତିନି ଦଳର ହେବ ପାୱାର ସୋ’। କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହ କରିବେ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା…

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

କଟକ: ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ପୂର୍ବରୁ ମେ’ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷାଫଳ…

ବିଦେଶୀ କମ୍ପାନି ହାତକୁ ଯାଇପାରେ ଘରେ ପରିଚିତ ‘ହଲଦୀରାମ୍

ନୂଆଦିଲ୍ଲୀ: ବିଦେଶୀ କମ୍ପାନି ହାତକୁ ଯାଇପାରେ ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି 'ହଲଦୀରାମ୍' । ପୂର୍ବରୁ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ ଉଠିଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଦେଶର ୩ଟି ବଡ଼ ବଡ କମ୍ପାନି ଏହାର ପୂରା ବ୍ୟବସାୟ କିଣିବାକୁ ବିଡ୍ ଦାଖଲ…

ଆଜି ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ, ପନ୍ଦାରି ବଳା ତିଆରି ଆରମ୍ଭ

ପୁରୀ: ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଆଜି ଚତୁର୍ଥ ଦିନରେ ପହଞ୍ଚିଲା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବଳା ବା ଗୋଲେଇ କାମ ଶେଷ ହୋଇଛି। ବିଶ୍ୱକର୍ମାମାନେ ୨୪ଟି ତୁମ୍ବରୁ…

କାଶୀ, ବାରଣାସୀ, ବନାରସ… ଏଥି ମଧ୍ୟରୁ କେଉଁଟି କାଶୀ ବିଶ୍ଵନାଥର ସର୍ବପୁରାତନ ନାମ

ବାରାଣାସୀ: ବାରାଣାସୀ ଅର୍ଥାତ୍ କାଶୀର ନାମ ମନକୁ ଆସିବା ମାତ୍ରେ ଗଙ୍ଗା କୂଳରେ ଅବସ୍ଥିତ ଭଗବାନ ଶିବଙ୍କ ପ୍ରାଚୀନ ସହର କାଶୀ ମନକୁ ଆସେ। କାଶୀ ଯଥା ବାରାଣାସୀର ଇତିହାସ ହଜାରେ ବର୍ଷ ପୁରୁଣା | ବିଶ୍ଵାସ କରାଯାଏ ଯେ ବନାରସ ହେଉଛି ବିଶ୍ୱର ସର୍ବ ପୁରାତନ ସହର। ହିନ୍ଦୁ ବିଶ୍ୱାସ ଅନୁଯାୟୀ…