Latest Odisha News

BREAKING NEWS

ମହାନଦୀ ଟ୍ରାଜେଡି; ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ଜଣେ ନିଖୋଜ

ଝାରସୁଗୁଡା: ମହାନଦୀ ଡଙ୍ଗା ବୁଡ଼ି ଘଟଣା । ମିଳିଲା ୬ ଜଣଙ୍କର ମୃତଦେହ । ଗତକାଲି ୨ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ୭ ଜଣ ନିଖୋଜ ଥିଲେ । ଆଜି ସକାଳୁ ପୁଣିଥରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା ଉଦ୍ଧାରକାରୀ ଦଳ । ବର୍ତ୍ତମାନ ବାକି ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି…

ଆହୁରି ବଢ଼ିବ ତାତି, ଆଜି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଆକାଶରୁ ବର୍ଷୁଛି ନିଆଁ । ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି । ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ।…

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।…

ଗତ ନିର୍ବାଚନ ତୁଳନାରେ ଏଥର କମିଲା ଭୋଟିଂ, ପ୍ରଥମ ପର୍ଯ୍ୟାୟରେ ୬୨.୩୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଗତକାଲି ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ମତଦାନ ହୋଇଥିଲା । ଏହାରିଭିତରେ ପଶ୍ଚିମବଙ୍ଗ ଏବଂ ମଣିପୁରର କେତେକ ଅଞ୍ଚଳରୁ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।…

ରାଣୀ ଝାନ୍ସି ଫ୍ଲାଇଓଭର ଦୁର୍ନୀତି ମାମଲା, ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ

ନୂଆଦିଲ୍ଲୀ: ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ । ରାଣୀ ଝାନ୍ସି ଫ୍ଲାଇଓଭର ସହ ଜଡିତ ବ୍ୟାପକ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ତଥା ଡିଏଏନଆସିଏସ କ୍ୟାଡର ଅଧିକାରୀ ରାଜ କୁମାରଙ୍କୁ ନିଲମ୍ବିତ କରିଛି ଗୃହ ମନ୍ତ୍ରଣାଳୟ । ଏହି ମାମଲାରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର…

ଟିକେଟ୍ ନମିଳିବା ପରେ ରୁଦ୍ଧଦ୍ବାର ବୈଠକରେ ଅସନ୍ତୋଷ ଝାଡିଲେ କି ଚିରଞ୍ଜୀବ ବିଶ୍ବାଳ?

ଜଗତସିଂହପୁର: କଂଗ୍ରେସ ଛାଡି ନିକଟରେ ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ବାଳ ନିଜ ସମର୍ଥକଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ଜୁନ୍ ଜୁଲାଇ ଯାଏ ଅପେକ୍ଷା କରନ୍ତୁ କ୍ଷୀର କ୍ଷୀର ପାଣି ପାଣି ହେବ। ବିଧାୟକ ନହେଲେ ମଧ୍ୟ ଦଳୀୟ…

କେଉଁ କାରଣ ପାଇଁ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିଲା?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ମୁହାଁମୁହିଁ ଲଢେଇ ହେବ। ମେଣ୍ଟ ଚର୍ଚ୍ଚା ଭିତରେ ଦଳ କେଉଁ ଆଧାରରେ ଏକାକୀ ନିର୍ବାଚନ ଲଢିବାକୁ ଓହ୍ଲାଇଲା ସଫେଇ ଦେଇଛନ୍ତି ଶାହ।…

ଭୁବନେଶ୍ୱର ଲୋକସଭା: ବିଜେଡି ପାଇଁ ଅଡୁଆ କଂଗ୍ରେସର ଲୋକସଭା ପ୍ରାର୍ଥୀ?

ଭୁବନେଶ୍ୱର: କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନ ପାଇଁ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିବା ଏବଂ ପୁରୁଖା ରାଜନେତା ସୁରେଶ ରାଉତରାୟଙ୍କୁ ବହିଷ୍କାର କରିବା ପରେ ଭୁବନେଶ୍ୱରରେ ରାଜନୈତିକ ଚିତ୍ରକୁ ସରଗରମ କରିଛି। ୨୦୧୯ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ…

ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ପରେ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ…

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି ।…

କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ। ତଦନ୍ତ ପରେ ଗ୍ରହଣ କରାଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ବର୍ଗୀକରଣ ନିୟନ୍ତ୍ରଣ ଓ ଆପିଲ)…