Latest Odisha News

BREAKING NEWS

Us Sell Oil To India: ଭାରତକୁ ତେଲ ବିକିବ ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ପାଇଁ ଆଉ ଏକ ବଡ଼ ଘୋଷଣା କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ଭାରତକୁ ଭେନେଜୁଏଲା ତେଲ କିଣିବାକୁ ଅନୁମତି ଦେବାକୁ ପ୍ରସ୍ତୁତ। ଭାରତକୁ ତେଲ ବିକିବ ଆମେରିକା। ଆମେରିକା ସାରା ବିଶ୍ୱରେ ଭେନେଜୁଏଲା ଅଶୋଧିତ…

Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ

ତେହେରାନ: ଇରାନର ରାଜଧାନୀ ତେହେରାନ ସମେତ ଅନେକ ପ୍ରମୁଖ ସହରରେ ସରକାରଙ୍କ ବିରୋଧରେ ବିଶାଳ ପ୍ରତିବାଦ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଥିବା ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। #IranProtests ଏବଂ #IranRevolution ଏଠାରେ ଟ୍ରେଣ୍ଡ କରୁଛି।…

Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍‌’

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ…

School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ

କଟକ: ଓଡିଶାରେ ହାଡ଼ଭଙ୍ଗା ଶୀତ। କଲବଲ କରୁଛି ପ୍ରଚଣ୍ଡ ଥଣ୍ଡା। ଥରୁଛି ଉପକୂଳରୁ ଉପାନ୍ତ। ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ। ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି। ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ…

Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ସାମ୍ବାଦିକ କଲୋନି ଅଞ୍ଚଳର ଖାରବାସ ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ ଅନିୟନ୍ତ୍ରିତ ଅଡି କାର ଅତି କମରେ ୧୫ ଜଣଙ୍କୁ ଚାପି ଦେଇଥିଲା, ଯାହା ମଧ୍ୟରୁ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା।…

Himachal Accident: ହିମାଚଳ ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଶିମଳା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଅପରାହ୍ନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସିମଲାରୁ କୁପଭି ଯାଉଥିବା ଏକ ଘରୋଇ ବସ୍ ହରିପୁରଧର ଗାଁ ନିକଟରେ ୫୦୦ ଫୁଟ ଗଭୀର ଘାଟିକୁ ଖସିପଡ଼ିଛି। ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ସୂଚନା…

Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ

ଭୁବନେଶ୍ୱର: ଓଡିଶାରେ ହାଡ଼ଭଙ୍ଗା ଶୀତ। କଲବଲ କରୁଛି ପ୍ରଚଣ୍ଡ ଥଣ୍ଡା। ଥରୁଛି ଉପକୂଳରୁ ଉପାନ୍ତ । ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ । ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି । ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା…

Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ

କନ୍ଧମାଳ:ସାଇବର ପୁଲିସ ଏକ ବଡ ଧରଣର ସାଇବର ଠକାମୀର ପର୍ଦ୍ଦାଫାସ କରିଛି। ୧୬ ବ୍ୟାଙ୍କ ଜମା ଖାତା ଜବତ ସହ ଘଟଣାର ମାଷ୍ଟରମାଇଣ୍ଡ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ସାଇବର ପୁଲିସ । ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା କନ୍ଧମାଳ ପୋଲିସକୁ ବଡ଼ ସଫଳତା…

କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ

ନବରଙ୍ଗପୁର: କଇଁଛ ଶିକାର ଓ ବେଆଇନ ଚାଲାଣର ପର୍ଦ୍ଦାଫାସ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧିନ ମୈଦଲପୁର ବନବିଭାଗ ୮୩ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରିଛ । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ ବାଇକ ଜବତ କରାଯାଇଛି। ଖବରମୁତାବକ, ଏଗୁଡ଼ିକ କଳାହାଣ୍ଡି…

୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା…