Latest Odisha News

BREAKING NEWS

IPS Dayal Gangwar:ବରିଷ୍ଠ IPS ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର:ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଚାର୍ଜସିଟ୍ ରିପୋର୍ଟ ଦାଖଲ…

Puri Rath Yatra: ପୁରୀରେ ଖୋଲିବ ଅସ୍ଥାୟୀ ସୂଚନା କେନ୍ଦ୍ର; ଜରୁରୀ ସୂଚନା ପାଇଁ ଏଲଇଡି ସ୍କ୍ରିନ…

ଭୁବନେଶ୍ୱର:ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬କୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି…

Anganwadi centre:ଦଳିତ ପାଚିକାଙ୍କୁ ଆଦିବାସୀ ଲୋକଙ୍କ ବିରୋଧ; ସାତ ଦିନ ପରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର…ହେଲେ…

ବଲାଙ୍ଗୀର:ଏବେ ବି ଜଳଜଳ ହୋଇ ଦିଶୁଛି ଜାତିଗତ ଭେଦଭାବର ଚିତ୍ର। ଘୁଷୁରାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଦଳିତ ପାଚିକାଙ୍କୁ ବିରୋଧକୁ ସାତ ଦିନ ବିତିଛି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କ ନିଯୁକ୍ତିକୁ ନେଇ ଜାତିଗତ…

ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା କଏଦୀ ୯ ବର୍ଷ ପରେ ଗିରଫ

କଟକ: ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା କାଟୁଥିବା ଫେରାର କଏଦୀକୁ ୯ ବର୍ଷ ପରେ ଗିରଫ କଲା ଜଗତପୁର ଥାନା ପୋଲିସ । ଚୌଦ୍ୱାର ମଣ୍ଡଳ କାରାଗାରରୁ ୨୦୧୭ରେ ପାରୋଲରେ ଆସି ଫେରାର ହୋଇଯାଇଥିବା କଏଦୀ ଜଣକ । ଜଗତପୁର ଥାନା ଅଞ୍ଚଳରେ ୨୦୦୮…

ଭକ୍ତଙ୍କ ସୁବିଧାକୁ ପ୍ରାଧାନ୍ୟ: ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଚାଲିବ ରଥଯାତ୍ରା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ…

Death Penalty:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ। ଅଭିଯୁକ୍ତ ମାମୁ ହେଲେ ସିପ୍ରିନ ଦିଗାଲ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ…

ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନକୁ ମିଳିଲାନି ମଞ୍ଜୁରୀ, ଜୁଲାଇ ୩ରେ ପରବର୍ତ୍ତୀ ଶୁଣାଣି

ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ତଥା ଖାନ୍ ସାରଙ୍କୁ ପାଟନା ସିଭିଲ୍ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । କୋର୍ଟ ଖାନ ସାରଙ୍କ ଅଗ୍ରିମ ଜାମିନ ଉପରେ ଆସନ୍ତା ଜୁଲାଇ ୩ରେ ଶୁଣାଣି…

ପତ୍ନୀଙ୍କୁ ବାପା ମା’ ଆର୍ଥିକ ସହାୟତା କରୁଥିଲେ ମଧ୍ୟ ସ୍ୱାମୀ ଭରଣପୋଷଣ ଦେବାକୁ ବାଧ୍ୟ: କୋର୍ଟ

ଲକ୍ଷ୍ନୌ: ପତ୍ନୀଙ୍କୁ ବାପା ମା’ ସହାୟତା କରୁଥିଲେ ମଧ୍ୟ ଭରଣପୋଷଣ ଦେବାକୁ ବାଧ୍ୟ ସ୍ବାମୀ । ଆଜି ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସିଆରପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କ ଉପରେ ପତ୍ନୀଙ୍କ ଭରଣପୋଷଣର ଆଇନଗତ ଦାୟିତ୍ୱ ରହିଛି ଏବଂ ଏହାକୁ ଏଡ଼ାଇବା…

୨୦ପଞ୍ଚାୟତର ସ୍ୱାସ୍ଥ୍ୟସେବା ଜଣେ ଫାର୍ମାସିଷ୍ଟ ଓ ଦୁଇ ନର୍ସଙ୍କ ଭରସାରେ…

ଅନୁଗୁଳ: ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଡାକ୍ତର । ଏହି ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର ଭରସାରେ ରହିଛନ୍ତି ୨୦ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ୫୧ ବର୍ଷର ପୁରୁଣା ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବି ସ୍ଥାୟୀ ଡାକ୍ତର…

ଫିଫା ବିଶ୍ୱକପ ପାଇଁ ରାତି ୩ଟାରେ ଡେଟରେ ଯିବାକୁ ରାଜି ୯୩ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡାରେ ଫୁଟବଲ ସବୁବେଳେ ଆଗରେ ରହିଥାଏ । ଏହା ପ୍ରତି ପାଗଳାମୀ ପ୍ରାୟ ପ୍ରତ୍ୟେକ ଦେଶରେ ଦେଖିବାକୁ ମିଳିଥାଏ । ଭାରତ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରି ନ ଥିଲେ ମଧ୍ୟ ଏହାର ପ୍ରଶଂସକମାନେ ମ୍ୟାଚର ରୋମାଂଚକୁ ଉପଭୋଗ କରୁଛନ୍ତି । ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ…