ଆଜିଠୁ ପ୍ରଚଣ୍ଡ ତାତି,୧୫ ତାରିଖରୁ ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା
ଭୁବନେଶ୍ବର: ଆଜିଠୁ ପ୍ରଚଣ୍ଡ ତାତି । ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ । କିଛିଦିନ ହେଲା କାଳବୈଶାଖୀ ଯୋଗୁଁ ଓଡିଶାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୦ ଡିଗ୍ରୀ ଡେଇଁପାରେ ବୋଲି ପୂର୍ବାନୁମାନ କରିଛି…